ଜାଣନ୍ତୁ, ଘର ପାଖରେ ଅରଖ ଗଛ ଥିଲେ କ’ଣ ଲାଭ ମିଳେ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅରଖ ଫୁଲ ମହାଦେବଙ୍କର ପ୍ରିୟ। ପ୍ରତି ସୋମବାର ଦିନ ଅରଖ ଫୁଲ ଦେଇ ଶିବଙ୍କୁ ପୂଜା କଲେ ସେ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ। ଅରଖ ଫୁଲ ସହ ଅରଖ ଗଛ ମଧ୍ୟ ବେଶ୍&zwnj; ଉପଯୋଗୀ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଅରଖ ଗଛରେ ଲକ୍ଷ୍ମୀ ବାସ କରନ୍ତି। ଘର ଆଖପାଖରେ ଅରଖ ଗଛ ଥିଲେ ଅଶୁଭତତ୍ତ୍ୱ ଗୁଡ଼ିକ ନଷ୍ଟ ହୋଇଯାଏ ବୋଲି କୁହାଯାଏ। ତେଣୁ ଘରର ଆଖପାଖରେ ଅରଖ ଗଛ ଥିଲେ କାଟନ୍ତୁ ନାହିଁ। ଯଦି ସମ୍ଭବ ଅରଖ ଗଛ ଲଗାନ୍ତୁ। କାରଣ ଅରଖ ଗଛ ମହାଦେବ ଓ ଲକ୍ଷ୍ମୀ ଉଭୟଙ୍କର ଅତି ପ୍ରିୟ।</p>

Ordigital Desk
  • Published: Monday, 29 January 2018
  • Updated: 29 January 2018, 09:03 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅରଖ ଫୁଲ ମହାଦେବଙ୍କର ପ୍ରିୟ। ପ୍ରତି ସୋମବାର ଦିନ ଅରଖ ଫୁଲ ଦେଇ ଶିବଙ୍କୁ ପୂଜା କଲେ ସେ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ। ଅରଖ ଫୁଲ ସହ ଅରଖ ଗଛ ମଧ୍ୟ ବେଶ୍&zwnj; ଉପଯୋଗୀ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଅରଖ ଗଛରେ ଲକ୍ଷ୍ମୀ ବାସ କରନ୍ତି। ଘର ଆଖପାଖରେ ଅରଖ ଗଛ ଥିଲେ ଅଶୁଭତତ୍ତ୍ୱ ଗୁଡ଼ିକ ନଷ୍ଟ ହୋଇଯାଏ ବୋଲି କୁହାଯାଏ। ତେଣୁ ଘରର ଆଖପାଖରେ ଅରଖ ଗଛ ଥିଲେ କାଟନ୍ତୁ ନାହିଁ। ଯଦି ସମ୍ଭବ ଅରଖ ଗଛ ଲଗାନ୍ତୁ। କାରଣ ଅରଖ ଗଛ ମହାଦେବ ଓ ଲକ୍ଷ୍ମୀ ଉଭୟଙ୍କର ଅତି ପ୍ରିୟ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos