ମନ୍ଦିର ବେଢ଼ାରେ ବୁଲିଲା ବାଘ, ହଳଦି ଗାଁରେ ପୁଣି ଆତଙ୍କ
ନୂଆପଡ଼ା: ଜନବସତି ଅଞ୍ଚଳକୁ ପଶି ଆସିଛି ଜଙ୍ଗଲର ରାଜା। ନୂଆପଡ଼ା ଜିଲ୍ଲା ହଳଦି ଗାଁ ପାହାଡ଼ ନିକଟରେ ଗୋଟିଏ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି।  ସହର ଉପକଣ୍ଠ ପାହାଡ଼ ଉପରେ ଥିବା ସାରଦା ମନ୍ଦିର ବେଢାରେ ବାଘ ବୁଲୁଥିବା ବନ ବିଭାଗ କର୍ମଚାରୀ ଦେଖିଥିଲେ।
[vc_video link=" " align="center"]
ସୂଚନାଯୋଗ୍ୟ, ଗତ ମାସ ୨୬ ତାରିଖରେ ହଳଦି ଗାଁରେ ଏକ ୪ ବର୍ଷର ଶିଶୁକୁ ମା’ କୋଳରୁ ଝାମ୍ପି ନେଇ ଖାଇ ଦେଇଥିଲା। ଶିଶୁଟିର ହାଡ଼ ଜଙ୍ଗଲରୁ ମିଳିଥିଲା।
Ordigital Desk
• Published: Saturday, 03 June 2017
• Updated: 03 June 2017, 09:23 AM IST
Sports
Latest News
ନୂଆପଡ଼ା: ଜନବସତି ଅଞ୍ଚଳକୁ ପଶି ଆସିଛି ଜଙ୍ଗଲର ରାଜା। ନୂଆପଡ଼ା ଜିଲ୍ଲା ହଳଦି ଗାଁ ପାହାଡ଼ ନିକଟରେ ଗୋଟିଏ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି।  ସହର ଉପକଣ୍ଠ ପାହାଡ଼ ଉପରେ ଥିବା ସାରଦା ମନ୍ଦିର ବେଢାରେ ବାଘ ବୁଲୁଥିବା ବନ ବିଭାଗ କର୍ମଚାରୀ ଦେଖିଥିଲେ।
[vc_video link=" " align="center"]
ସୂଚନାଯୋଗ୍ୟ, ଗତ ମାସ ୨୬ ତାରିଖରେ ହଳଦି ଗାଁରେ ଏକ ୪ ବର୍ଷର ଶିଶୁକୁ ମା’ କୋଳରୁ ଝାମ୍ପି ନେଇ ଖାଇ ଦେଇଥିଲା। ଶିଶୁଟିର ହାଡ଼ ଜଙ୍ଗଲରୁ ମିଳିଥିଲା।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos