ଜାଣନ୍ତୁ କେଶ ଉପୁଡୁଥିଲେ କ’ଣ କରିବେ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କେଶ ଚେହେରାର ସୌନ୍ଦର୍ଯ୍ୟ ବଢାଏ। ତେଣୁ ସମସ୍ତେ ସୁସ୍ଥ ଓ ମଜଭୁତ କେଶ ଚାହାଁନ୍ତି। କିନ୍ତୁ ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଦେଖାଦେଉଛି କେଶ ଝଡିବା ଭଳି ଏକ ଭୟଙ୍କର ସମସ୍ୟା। ସାଧାରଣତଃ ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖାଇବାରେ ଅନିୟମିତତା ଯୋଗୁଁ ଏହି ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟାରେ ପୁରୁଷ ଓ ମହିଳା ଉଭୟ ଆକ୍ରାନ୍ତ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ଦାମୀ କସମେଟିକ୍ ଏବଂ କେମିକାଲ ଔଷଧ ବ୍ୟବହାର କରନ୍ତି। ତଥାପି କୌଣିସି ସୁଫଳ ମିଳେନି। ତେବେ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏହି ସମସ୍ୟାର ସମାଧାନ ପାଇଁ ରହିଛି ଏକ ଘରୋଇ ଉପଚାର।&nbsp; ଲୁଣକୁ ଗୁଣ୍ଡ କରିଦିଅନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଏହାକୁ ଚୁଟି ମୂଳରେ ଘସନ୍ତୁ। ଏପିରି ସାତ ଦିନ କରନ୍ତୁ। ସାତଦିନ ପରେ ଆଉ ସାତଦିନ ଦୁଦୁରା ପତ୍ରକୁ ବାଟି ତାର ରସକୁ କେଶରେ ଲଗାନ୍ତୁ। ଏପରି କରିବାଦ୍ୱାରା ୧୪ଦିନ ପରେ କେଶ ଝଡିବା ବନ୍ଦ ହୋଇଯିବ।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 01:24 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କେଶ ଚେହେରାର ସୌନ୍ଦର୍ଯ୍ୟ ବଢାଏ। ତେଣୁ ସମସ୍ତେ ସୁସ୍ଥ ଓ ମଜଭୁତ କେଶ ଚାହାଁନ୍ତି। କିନ୍ତୁ ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଦେଖାଦେଉଛି କେଶ ଝଡିବା ଭଳି ଏକ ଭୟଙ୍କର ସମସ୍ୟା। ସାଧାରଣତଃ ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖାଇବାରେ ଅନିୟମିତତା ଯୋଗୁଁ ଏହି ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟାରେ ପୁରୁଷ ଓ ମହିଳା ଉଭୟ ଆକ୍ରାନ୍ତ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ଦାମୀ କସମେଟିକ୍ ଏବଂ କେମିକାଲ ଔଷଧ ବ୍ୟବହାର କରନ୍ତି। ତଥାପି କୌଣିସି ସୁଫଳ ମିଳେନି। ତେବେ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏହି ସମସ୍ୟାର ସମାଧାନ ପାଇଁ ରହିଛି ଏକ ଘରୋଇ ଉପଚାର।&nbsp; ଲୁଣକୁ ଗୁଣ୍ଡ କରିଦିଅନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଏହାକୁ ଚୁଟି ମୂଳରେ ଘସନ୍ତୁ। ଏପିରି ସାତ ଦିନ କରନ୍ତୁ। ସାତଦିନ ପରେ ଆଉ ସାତଦିନ ଦୁଦୁରା ପତ୍ରକୁ ବାଟି ତାର ରସକୁ କେଶରେ ଲଗାନ୍ତୁ। ଏପରି କରିବାଦ୍ୱାରା ୧୪ଦିନ ପରେ କେଶ ଝଡିବା ବନ୍ଦ ହୋଇଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos