ଅଶାନ୍ତିରୁ ମୁକ୍ତି ଦିଏ ଶୁଖିଲା ଲଙ୍କାର ଏହି ଉପାୟ

ଅଧିକାଂଶ ସମୟରେ ଘର ସଦସ୍ୟ ମାନଙ୍କ ମଧ୍ୟରେ ବିନା କାରଣରେ କଳି ଝଗଡା ଲାଗି ରହିଥାଏ। ଅଶାନ୍ତି ପିଛା ଛାଡି ନଥାଏ। ଘରର ସଦସ୍ୟ ରୋଗରେ ପଡିଥାନ୍ତି। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ଏହାର କାରଣ କାହାର ଖରାପ ନଜର ଆପଣଙ୍କ ଉପରେ ପଡିଥାଇପାରେ। ଏହାର ଉପଚାର ଜ୍ୟୋତିଷ ଶାସ୍ତ୍ରରେ ରହିଛି। ବିଶ୍ୱାସ କରାଯାଏ ଏହି ଉପାୟ ଅବଲମ୍ବନ କଲେ ସମସ୍ୟା ଦୂର ହୋଇପାରିବ। ତେବେ ଆସନ୍ତୁ ଜାଣିବା ଉପାୟଟି କ’ଣ ନଜର ହଟାଇବା […]

dry-red-chilli6 copy

dry-red-chilli6 copy

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 09:22 AM IST

ଅଧିକାଂଶ ସମୟରେ ଘର ସଦସ୍ୟ ମାନଙ୍କ ମଧ୍ୟରେ ବିନା କାରଣରେ କଳି ଝଗଡା ଲାଗି ରହିଥାଏ। ଅଶାନ୍ତି ପିଛା ଛାଡି ନଥାଏ। ଘରର ସଦସ୍ୟ ରୋଗରେ ପଡିଥାନ୍ତି। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ଏହାର କାରଣ କାହାର ଖରାପ ନଜର ଆପଣଙ୍କ ଉପରେ ପଡିଥାଇପାରେ। ଏହାର ଉପଚାର ଜ୍ୟୋତିଷ ଶାସ୍ତ୍ରରେ ରହିଛି। ବିଶ୍ୱାସ କରାଯାଏ ଏହି ଉପାୟ ଅବଲମ୍ବନ କଲେ ସମସ୍ୟା ଦୂର ହୋଇପାରିବ। ତେବେ ଆସନ୍ତୁ ଜାଣିବା ଉପାୟଟି କ’ଣ

ନଜର ହଟାଇବା ପାଇଁ ଅନେକ ଉପାୟ ରହିଛି। କିନ୍ତୁ ଶୁଖିଲା ଲଙ୍କାର ଏହି ଉପାୟକୁ ଆପଣେଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି।

ଚାରୋଟି ଶୁଖିଲା ଲଙ୍କାରୁ ମଞ୍ଜି ବାହାର କରିଦିଅନ୍ତୁ।  ଏକ ଲୋଟାରେ ପାଣି ଭରି ସେଥିରେ ଏହି ମଞ୍ଜିକୁ ପକାଇ ଘରର ପ୍ରତି ସଦସ୍ୟଙ୍କ ମୁଣ୍ଡରେ ସାତଥର ଘୁରାଇ ଘର ବାହାର ରାସ୍ତାରେ ପାଣିକୁ  ଫିଙ୍ଗିଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story