ଜାଣନ୍ତୁ କେମିତି ଦୀପ ଜାଳିଲେ ମିଳେ ଶୁଭଫଳ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଠାକୁରଙ୍କୁ ପୂଜା କରିବା ସମୟରେ ଆପଣ ନିଶ୍ଟୟ ଦୀପ ଜାଳୁଥିବେ। ପୂଜା କରିବା ପାଇଁ ଦୀପର ଆବଶ୍ୟକତା ଥାଏ। ଦୀପ ଦୁଇ ପ୍ରକାରର। ଘିଅ ଦୀପ ଓ ତେଲ ଦୀପ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମଙ୍ଗଳ ଓ ଶନିବାର ଦିନ ଠାକୁରଙ୍କ ପାଖରେ ତେଲ ଦୀପ ଜାଳିଲେ ଶୁଭ। କିନ୍ତୁ ଏହି ଦୁଇପ୍ରକାର ଦୀପକୁ ଜାଳିବା ପାଇଁ ଗୋଟେ ନିୟମ ରହିଛି। ଘିଅ ଦୀପ ଲଗାଇବା ସମୟରେ ଏହାକୁ ଡାହାଣ ହାତରେ ଲଗାନ୍ତୁ ଓ ତେଲ ଦୀପ ଲଗାଇବା ସମୟରେ ଏହାକୁ ବାମ ହାତରେ ଲଗାନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ। ଶୁଣନ୍ତୁ ଏ ସଂପର୍କରେ ପଣ୍ଡିତ ଜିତୁ ଦାଶଙ୍କ ପରାମର୍ଶ। ଦେଖନ୍ତୁ ଭିଡିଓ।</p>

Ordigital Desk
  • Published: Wednesday, 31 January 2018
  • Updated: 31 January 2018, 01:25 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଠାକୁରଙ୍କୁ ପୂଜା କରିବା ସମୟରେ ଆପଣ ନିଶ୍ଟୟ ଦୀପ ଜାଳୁଥିବେ। ପୂଜା କରିବା ପାଇଁ ଦୀପର ଆବଶ୍ୟକତା ଥାଏ। ଦୀପ ଦୁଇ ପ୍ରକାରର। ଘିଅ ଦୀପ ଓ ତେଲ ଦୀପ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମଙ୍ଗଳ ଓ ଶନିବାର ଦିନ ଠାକୁରଙ୍କ ପାଖରେ ତେଲ ଦୀପ ଜାଳିଲେ ଶୁଭ। କିନ୍ତୁ ଏହି ଦୁଇପ୍ରକାର ଦୀପକୁ ଜାଳିବା ପାଇଁ ଗୋଟେ ନିୟମ ରହିଛି। ଘିଅ ଦୀପ ଲଗାଇବା ସମୟରେ ଏହାକୁ ଡାହାଣ ହାତରେ ଲଗାନ୍ତୁ ଓ ତେଲ ଦୀପ ଲଗାଇବା ସମୟରେ ଏହାକୁ ବାମ ହାତରେ ଲଗାନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ। ଶୁଣନ୍ତୁ ଏ ସଂପର୍କରେ ପଣ୍ଡିତ ଜିତୁ ଦାଶଙ୍କ ପରାମର୍ଶ। ଦେଖନ୍ତୁ ଭିଡିଓ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos