ମଙ୍ଗଳବାର ଦିନ ଏହି ଉପାୟ ଆପଣାନ୍ତୁ: ଧନ ସମ୍ପତ୍ତି ବୃଦ୍ଧି ପାଇବ

ମଙ୍ଗଳବାରକୁ ହନୁମାନଙ୍କ ଦିନ କୁହାଯାଏ। ଏହି ଦିନ ହନୁମାନଙ୍କୁ ପୂଜା କଲେ ଗ୍ରହ ଶାନ୍ତି ହେବା ସହ ନାନା ଶୁଭ ଫଳ ମଧ୍ୟ ମିଳିଥାଏ। ରାମ ଭକ୍ତ ହନୁମାନ ମା’ଲକ୍ଷ୍ମୀଙ୍କ ମଧ୍ୟ ପ୍ରିୟ। ଯଦି ଆପଣ  ଆର୍ଥିକ ପୀଡ଼ାରେ ସର୍ବଦା ଚିନ୍ତିତ କିମ୍ୱା ଦୁଃଖରେ ରହୁଛନ୍ତି ଏହି ଦିନରେ ଗୋଟିଏ ଉପାୟ ଅବଲମ୍ୱନ କଲେ ମା’ ଲକ୍ଷ୍ମୀ ଭକ୍ତଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ଏବଂ ଭାଗ୍ୟ ବଦଳାଇଥାନ୍ତି ବୋଲି ବିଶ୍ୱାସ ରହିଛି । ଉପାୟଟି ବେଶ୍‌ ସହଜ। […]

300e615441a3d98773fddb8ed946a5d9_1509352576

Rakesh Mallick
  • Published: Tuesday, 14 November 2017
  • Updated: 14 November 2017, 07:57 PM IST

Sports

Latest News

ମଙ୍ଗଳବାରକୁ ହନୁମାନଙ୍କ ଦିନ କୁହାଯାଏ। ଏହି ଦିନ ହନୁମାନଙ୍କୁ ପୂଜା କଲେ ଗ୍ରହ ଶାନ୍ତି ହେବା ସହ ନାନା ଶୁଭ ଫଳ ମଧ୍ୟ ମିଳିଥାଏ। ରାମ ଭକ୍ତ ହନୁମାନ ମା'ଲକ୍ଷ୍ମୀଙ୍କ ମଧ୍ୟ ପ୍ରିୟ। ଯଦି ଆପଣ  ଆର୍ଥିକ ପୀଡ଼ାରେ ସର୍ବଦା ଚିନ୍ତିତ କିମ୍ୱା ଦୁଃଖରେ ରହୁଛନ୍ତି ଏହି ଦିନରେ ଗୋଟିଏ ଉପାୟ ଅବଲମ୍ୱନ କଲେ ମା' ଲକ୍ଷ୍ମୀ ଭକ୍ତଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ଏବଂ ଭାଗ୍ୟ ବଦଳାଇଥାନ୍ତି ବୋଲି ବିଶ୍ୱାସ ରହିଛି ।

ଉପାୟଟି ବେଶ୍‌ ସହଜ। ଏଥିପାଇଁ ମାତ୍ର  ୧୧ଟଙ୍କାର ଆବଶ୍ୟକତା ରହିଛି। ମଙ୍ଗଳବାର ଦିନ ବ୍ରହ୍ମମୂହୁର୍ତ୍ତରେ ଉଠନ୍ତୁ। ସ୍ନାନ ସାରି ଫୁଲ, ଧୂପକାଠି ,ଦୀପ ସାହାଯ୍ୟରେ ମା'ଲକ୍ଷ୍ମୀ ଓ ହନୁମାନଙ୍କୁ ପୂଜା କରନ୍ତୁ। ତା'ପରେ ୧୧ଟଙ୍କା ମା'ଲକ୍ଷ୍ମୀଙ୍କ ଫଟୋ ତଳେ ରଖିଦିଅନ୍ତୁ । ମନେରଖନ୍ତୁ କେବଳ କଏନ ବ୍ୟବହାର କରିବେ, ନୋଟ୍‌ ନୁହେଁ । ୧୦ ଓ ୧ଟଙ୍କାର କଏନ୍‌ ହେଉ କିମ୍ବା ଏକ-ଏକ ଟଙ୍କିଆ ଅବା ଦୁଇ-ଦୁଇ ଟଙ୍କିଆ କଏନ୍‌ ମଧ୍ୟ ଚଳିବ। କଏନ୍‌ ରଖିବା ସମୟରେ ମନରେ ଥିବା ଇଚ୍ଛାକୁ ମନରେ ୭ଥର ଦୋହରାନ୍ତୁ। ଏହାପରେ' ଓଁ ନମଃ ଭଗବତେ ବାସୁଦେବାୟ ନମଃ' ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ଆହୁରି ମଧ୍ୟ ପଢନ୍ତୁ: ଗୁରୁବାର ୫ଟି କାର୍ଯ୍ୟରୁ ବିରତ ରୁହନ୍ତୁ, ନ ହେଲେ ମାଡ଼ିବସିବ ଦୁର୍ଭାଗ୍ୟ!

ଏହି ଉପାୟ ଅବଲମ୍ବନ କଲେ ଧନ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏହି କଏନ୍‌କୁ ଆପଣ ନିଜ ପାଖରେ ରଖିପାରିବେ ନଚେତ ଗରିବ ଅସହାୟଙ୍କୁ ଦାନ କରନ୍ତୁ। ଏହାପରେ ଆପଣଙ୍କର ଧନ ସମ୍ପତ୍ତି ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story