ଆଜିଠୁ ଯୁକ୍ତ ୩ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୩ରେ ନାଁ ଲେଖା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ଜୁନ୍ ୨୦ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନରେ ଆବେଦନ କରିପାରିବେ। ଜୁନ୍ ୨୮ ତାରିଖରେ ଫାଷ୍ଟ ସିଲେକ୍ସନ୍ ତାଲିକା ପ୍ରକାଶ ପାଇବ। ଜୁଲାଇ ୧୯ ତାରିଖରୁ କ୍ଲାସ୍  ଆରମ୍ଭ ହେବ।

puri

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 08:06 AM IST

ଭୁବନେଶ୍ୱର: ଯୁକ୍ତ ୩ରେ ନାଁ ଲେଖା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ଜୁନ୍ ୨୦ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନରେ ଆବେଦନ କରିପାରିବେ।

ଜୁନ୍ ୨୮ ତାରିଖରେ ଫାଷ୍ଟ ସିଲେକ୍ସନ୍ ତାଲିକା ପ୍ରକାଶ ପାଇବ। ଜୁଲାଇ ୧୯ ତାରିଖରୁ କ୍ଲାସ୍  ଆରମ୍ଭ ହେବ।

Related story