ଆଜି ଶ୍ରୀମନ୍ଦିର ଗର୍ଭଗୃହର ଅନୁଧ୍ୟାନ

ପୁରୀ: ଆଜି ଶ୍ରୀମନ୍ଦିର ଗର୍ଭଗୃହର ଅନୁଧ୍ୟାନ କରାଯିବ। ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟି ଏହି ଅନୁଧ୍ୟାନ କରିବେ।  ବୈଷୟିକ କୋର୍ କମିଟି ମୁଖ୍ୟ ଏନ୍.ସି. ପାଲ୍ ଏହି ସୂଚନା ଦେଇଛନ୍ତି। ଡାଇରେର ମନୁମେଣ୍ଟ ମଧ୍ୟ ଏହାର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ଏଥିସହ ଗର୍ଭଗୃହ ନାଟ୍ୟ ମଣ୍ଡପର ମଧ୍ୟ ଅନୁଧ୍ୟାନ କରାଯିବ। କିଛିଦିନ ତଳେ ନାଟ ମଣ୍ଡପର ଦୁଃସ୍ଥିତି ନେଇ ଓଟିଭିକୁ କହିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଜପତିଙ୍କ ଆଶଙ୍କା ପରେ […]

puri

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 07:58 AM IST

ପୁରୀ: ଆଜି ଶ୍ରୀମନ୍ଦିର ଗର୍ଭଗୃହର ଅନୁଧ୍ୟାନ କରାଯିବ। ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟି ଏହି ଅନୁଧ୍ୟାନ କରିବେ।  ବୈଷୟିକ କୋର୍ କମିଟି ମୁଖ୍ୟ ଏନ୍.ସି. ପାଲ୍ ଏହି ସୂଚନା ଦେଇଛନ୍ତି। ଡାଇରେର ମନୁମେଣ୍ଟ ମଧ୍ୟ ଏହାର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି।

ଏଥିସହ ଗର୍ଭଗୃହ ନାଟ୍ୟ ମଣ୍ଡପର ମଧ୍ୟ ଅନୁଧ୍ୟାନ କରାଯିବ। କିଛିଦିନ ତଳେ ନାଟ ମଣ୍ଡପର ଦୁଃସ୍ଥିତି ନେଇ ଓଟିଭିକୁ କହିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଜପତିଙ୍କ ଆଶଙ୍କା ପରେ ନାଟ ମଣ୍ଡପର ଅନୁଧ୍ୟାନ ନିଷ୍ପତ୍ତି ହୋଇଛି।

 

Related story