ଏବେ ଚାଲିଛି ଭାଲେଣ୍ଟାଇନ୍ ସପ୍ତାହ। ଗତକାଲି ଚକୋଲେଟ୍ ଡେ’ ଥିଲା ବେଳେ ଆଜି ହେଉଛି ଟେଡି ଡେ’। ଭଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନକୁ ଆମେ ଟେଡି ଡେ’ କହିଥାଉ। ଏହି ଦିନ ପ୍ରେମିକ-ପ୍ରେମିକା ଉଭୟଙ୍କୁ ଟେଡି ବିୟର ଉପହାର ଦେଇଥାନ୍ତି। ଏଥିପାଇଁ ବଜାରରେ ଅନେକ ଡିଜାଇନ୍ର ଟେଡି ବିୟର ବିକ୍ରି ହୋଇଥାଏ। ପିଙ୍କ୍, ରେଡ୍, ମେରୁନ୍ ଓ ଧଳା ରଙ୍ଗ ଭଳି ବିଭିନ୍ନ ଟେଡି ବିୟର ବଜାରରେ ମିଳିଥାଏ। ଆଜିକାଲି କେତେକ ପ୍ରେମିକ-ପ୍ରେମିକା ଅନ୍ଲାଇନ୍ରେ ଟେଡି ବୁକିଂ କରି ନିଜ ପାଟର୍ନର ପାଖକୁ ପଠାଇଥାନ୍ତି। ଏହାସହିତ କିଛି ଖାସ୍ ମେସେଜ୍ ମଧ୍ୟ କାର୍ଡରେ ଲେଖି ଟେଡି ଦେଇଥାନ୍ତି।
ଏହାପୂର୍ବରୁ ୭ ଫେବ୍ରୁଆରୀକୁ ଆମେ ରୋଜ ଡେ’, ୮ ରେ ପ୍ରପୋଜ ଡେ’ ଓ ୯ରେ ଚକୋଲେଟ୍ ଡେ’ ପାଳନ କରି ସାରୁଛି। ୧୧ ଫେବ୍ରୁଆରୀରେ ପ୍ରୋମିସ୍ ଡେ’, ୧୨ରେ ହଗ୍ ଡେ’, ୧୩ରେ କିସ୍ ଡେ’ ଓ ୧୪ରେ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...