ଚର୍ଚ୍ଚାରେ ଥିବା ବିଶ୍ୱର କିଛି ଅଜବ କାର

କାର ନିର୍ମାତା କମ୍ପାନୀଗୁଡ଼ିକ ନିଜ କାରଗୁଡ଼ିକୁ ଆକର୍ଷଣୀୟ ରୂପ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଅଜବ ଷ୍ଟାଇଲରେ ଏହାକୁ ନିର୍ମାଣ କରିଥାନ୍ତି। କାର ଯେତେ ଆକର୍ଷଣୀୟ ହେବ, ଗ୍ରାହକ ଏହାପ୍ରତି ସେତେ ଆକୃଷ୍ଟ ହେବେ। ଏଥିପାଇଁ ହିଁ ଫରାରି, ନିମୋଜିନ୍, ବୁଗାଟି ଭଳି ବିଶ୍ୱର ଅନେକ ବିଖ୍ୟାତ କାର କମ୍ପାନୀ ରହିଛନ୍ତି। ଯେଉଁମାନେ ଅଜବ ଷ୍ଟାଇଲ୍‌ଯୁକ୍ତ କାର ନିର୍ମାଣ କରନ୍ତି। କିଛି ଲୋକ ତ କାର କିଣିଲା ବେଳେ ବରାଦ୍‌ ଦେଇ ନିଜ […]

car 2

car 2

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 07:16 PM IST

କାର ନିର୍ମାତା କମ୍ପାନୀଗୁଡ଼ିକ ନିଜ କାରଗୁଡ଼ିକୁ ଆକର୍ଷଣୀୟ ରୂପ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଅଜବ ଷ୍ଟାଇଲରେ ଏହାକୁ ନିର୍ମାଣ କରିଥାନ୍ତି। କାର ଯେତେ ଆକର୍ଷଣୀୟ ହେବ, ଗ୍ରାହକ ଏହାପ୍ରତି ସେତେ ଆକୃଷ୍ଟ ହେବେ। ଏଥିପାଇଁ ହିଁ ଫରାରି, ନିମୋଜିନ୍, ବୁଗାଟି ଭଳି ବିଶ୍ୱର ଅନେକ ବିଖ୍ୟାତ କାର କମ୍ପାନୀ ରହିଛନ୍ତି। ଯେଉଁମାନେ ଅଜବ ଷ୍ଟାଇଲ୍‌ଯୁକ୍ତ କାର ନିର୍ମାଣ କରନ୍ତି।
କିଛି ଲୋକ ତ କାର କିଣିଲା ବେଳେ ବରାଦ୍‌ ଦେଇ ନିଜ ପସନ୍ଦ ଅନୁସାରେ ଏହାକୁ ଷ୍ଟାଇଲିସ୍‌ ଓ ରଙ୍ଗିନ୍ କରିଥାନ୍ତି । ଯେଉଁଥିପାଇଁ କି ଏହା ରାସ୍ତାରେ ଦଉଡ଼ିଲା ବେଳେ ଅନେକ ଚର୍ଚ୍ଚା ସାଉଁଟିଥାଏ। ଆଜି ଆମେ ବିଶ୍ୱର ଏଭଳି କିଛି ଅଜବ ଷ୍ଟାଇଲ୍‌ଯୁକ୍ତ କାର ବିଷୟରେ ଆପଣଙ୍କୁ ଜଣାଇବୁ। ତା ହେଲେ ଆସନ୍ତୁ ଦେଖିବା କିଛି ଅଜବ ଢଙ୍ଗର କାର ଫଟୋ।
କ୍ୟାଡିଲେକ ପୁଲ୍

କାନାଡାର ଦୁଇ ଭାଇ ବେକାର ହୋଇ ପଡ଼ିଥିବା ତାଙ୍କର ପୁରୁଣା 1982 Chevy Malibu କାର୍‌କୁ ଚଳନ୍ତା ବାଥ୍‌ଟବରେ ପରିବର୍ତ୍ତନ କରି ଦେଇଛନ୍ତି। ଏଥିପାଇଁ ସେ କାର୍‌ର ଭିତର ଅଂଶକୁ ହଟାଇ ସେଥିରେ ପାଣି ଟବ୍‌ ଫିଟ୍‌ କରିବା ସହିତ ବଡି ମସାଜ୍‌ ପାଇଁ ଛୋଟ ଛୋଟ ଜେଟ୍‌ସ ଫିଟ୍‌ କରିଛନ୍ତି। ଏହି କାରଟି ରାସ୍ତାରେ ଗଡୁଥିବା ବେଳେ ଲୋକ ଏହାକୁ ଅନାଇ ରହିଥାନ୍ତି।
ଫରାରି 512 s

ଏହି କାରଟି ୧୯୭୦ ମସିହାରେ ଲଞ୍ଚ ହୋଇଥିଲା। ଅନ୍ୟ ସ୍ପୋର୍ଟସ୍ କାର ଅପେକ୍ଷା ଏହାର ଡିଜାଇନ୍‌ ଖୁବ ଆକର୍ଷଣୀୟ ଥିଲା। ଏଥିପାଇଁ ଆଜିବି ଲୋକେ ଫରାରିର 512 s ମଡେଲକୁ ମନେ ରଖିଛନ୍ତି।
ରିୟଲ ଲାଇଫ୍‌ ବ୍ୟାଟ୍ ମୋବାଇଲ୍‌ ଟମ୍ବଲର

ବ୍ୟାଟ୍‌ମେନ୍‌(ଆମେରିକାର କମିକ ବୁକ୍‌ସ ଡିସି କମିକ୍ସର ମୁଖ୍ୟ ପୃଷ୍ଠାରେ ସ୍ଥାନ ପାଉଥିବା ଏକ କାଳ୍ପନିକ ଚରିତ୍ରର ଚିତ୍ର ) ଫ୍ୟାନ୍‌ଙ୍କ ପାଇଁ ଖାସ ଏହି କାରଟି ନିର୍ମାଣ ହୋଇଛି। ଠିକ୍‌ ବ୍ୟାଟ୍‌ମ୍ୟାନ୍‌ ଭଳି ତିଆରି ହୋଇଛି ଏହି କାର୍‌। କିଛି ବ୍ୟାଟ୍‌ମ୍ୟାନ୍‌ର ପ୍ରଶଂସକ ଏହି କାର୍‌ଟିକୁ ତିଆରି କରିଛନ୍ତି।
ମିସ୍‌ଲିନ୍‌ ପିଏଲ୍‌ଆର

ଫ୍ରାନ୍ସର ଟାୟାର ନିର୍ମାତା କମ୍ପାନୀ ମିସ୍‌ଲିନ୍‌ ଏହି କାରକୁ ୧୯୭୨ରେ ନିର୍ମାଣ କରିଥିଲା। ଏଥିରେ ଦୁଇଟି ଇଞ୍ଜିନ ଲାଗିଛି। ଗୋଟିଏ ଆଗ ଟାୟାରଗୁଡ଼ିକୁ ଆଉ ଗୋଟିଏ ପଛ ଟାୟାରଗୁଡ଼ୁକୁ ପାୱାର ଯୋଗାଇଥାଏ। ଟେଷ୍ଟିଂ ପାଇଁ  କମ୍ପାନୀ ଏହି କାର ନିର୍ମାଣ କରିଥିଲା। କିନ୍ତୁ ଏବେ ଏହା ମ୍ୟୁଜିୟମ୍‌ରେ ରଖାଯାଇଛି।
୧୦୦ଫିଟ୍‌ ଲମ୍ବର ଲିମୋଜିନ୍‌

ଆମେରିକାର  କାର ଡିଜାଇନର ଜଏ ଓରବର୍ଗ ଏହି କାରକୁ ଡିଜାଇନ୍‌ କରିଥିଲେ। ୧୦୦ ଫିଟ୍‌ ଲମ୍ବା ଏହି କାରଟି ବିଶ୍ୱର ସବୁଠାରୁ ଲମ୍ବା କାର। ଏଥିରେ ମୋଟ ୨୬ଟି ଟାୟାର ଲାଗିଛି। ଏଥିରେ ସ୍ପା, ସୁଇମିଂପୁଲ୍‌, ମିନି ବେଡ୍ ଓ ହ୍ୟାଲିପେଡ୍‌ ଭଳି ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story