ପୂଜା ବେଳେ ବଜାନ୍ତୁ ଗରୁଡ ଚିହ୍ନ ଥିବା ଘଣ୍ଟି: ମିଳିପାରେ ଏହି ସବୁ ଲାଭ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁର ପୂଜା କଲେ କିଏ ଆଧ୍ୟାତ୍ମିକ ଶାନ୍ତି ପାଇଥାଏ ତ କିଏ ନିଜ ମନରେ ଶାନ୍ତି ପାଇଥାଏ। କିଏ କେମିତି ଠାକୁର ପୂଜା କରିବ ସେଥିରେ କାହାକୁ ବାଧା ନଥାଏ। କିନ୍ତୁ ଦିଅଁ ପୂଜା ବେଳେ କିଛି ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ଓ ନୀତି ନିୟମ ପାଳନ କଲେ ସେହି ସମାନ ପୂଜାରୁ ଆପଣ ଅଧିକ ଶାନ୍ତି ଓ ଲାଭ ପାଇପାରିବେ। ଆଜି ଜାଣନ୍ତୁ ଘଣ୍ଟି ବଜାଇବାର ବିଧି ଓ ଉପାୟ।</p> <p>ଠାକୁର ପୂଜା କରିବା ସମୟରେ ଆମେ ଘଣ୍ଟି ବଜାଇଥାଉ। କୁହାଯାଏ ଘଣ୍ଟି ବଜାଇ ପାର୍ଥନା କରିବା ଦ୍ୱାରା ଭଗବାନ୍&zwnj;ଙ୍କ ସହ ସଂଯୋଗ ଭଲ ହୋଇଥାଏ ଓ ପ୍ରାର୍ଥନା ସଫଳ ହୋଇଥାଏ। ତେଣୁ ସବୁ ମନ୍ଦିରରେ ଘଣ୍ଟି ଥାଏ ଓ ଘରେ ପୂଜା କରିବା ସମୟରେ ଘଣ୍ଟି ବଜା ହୁଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘଣ୍ଟି ବଜାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯେକୌଣସି ଘଣ୍ଟି ବଜାଇବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପ୍ରକାରର ଘଣ୍ଟି ବଜାନ୍ତୁ। ଯେଉଁ ଘଣ୍ଟି ଉପରେ ଗରୁଡ ପକ୍ଷୀର ଚିତ୍ର ଥାଏ ସେ ଘଣ୍ଟି ବଜାଇଲେ ଆପଣଙ୍କ ଘର ଉପରୁ &#039;ଅଗ୍ନି&#039;, &#039;ଚୋର&#039; ଓ &#039;ବଜ୍ରପାତ&#039;ର ଭୟ ଦୂରହୋଇଯାଏ ବୋଲି ବିଶ୍ୱାସ ରହିଛି।</p>

Ordigital Desk
  • Published: Friday, 15 December 2017
  • Updated: 15 December 2017, 01:16 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁର ପୂଜା କଲେ କିଏ ଆଧ୍ୟାତ୍ମିକ ଶାନ୍ତି ପାଇଥାଏ ତ କିଏ ନିଜ ମନରେ ଶାନ୍ତି ପାଇଥାଏ। କିଏ କେମିତି ଠାକୁର ପୂଜା କରିବ ସେଥିରେ କାହାକୁ ବାଧା ନଥାଏ। କିନ୍ତୁ ଦିଅଁ ପୂଜା ବେଳେ କିଛି ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ଓ ନୀତି ନିୟମ ପାଳନ କଲେ ସେହି ସମାନ ପୂଜାରୁ ଆପଣ ଅଧିକ ଶାନ୍ତି ଓ ଲାଭ ପାଇପାରିବେ। ଆଜି ଜାଣନ୍ତୁ ଘଣ୍ଟି ବଜାଇବାର ବିଧି ଓ ଉପାୟ।</p><p>ଠାକୁର ପୂଜା କରିବା ସମୟରେ ଆମେ ଘଣ୍ଟି ବଜାଇଥାଉ। କୁହାଯାଏ ଘଣ୍ଟି ବଜାଇ ପାର୍ଥନା କରିବା ଦ୍ୱାରା ଭଗବାନ୍&zwnj;ଙ୍କ ସହ ସଂଯୋଗ ଭଲ ହୋଇଥାଏ ଓ ପ୍ରାର୍ଥନା ସଫଳ ହୋଇଥାଏ। ତେଣୁ ସବୁ ମନ୍ଦିରରେ ଘଣ୍ଟି ଥାଏ ଓ ଘରେ ପୂଜା କରିବା ସମୟରେ ଘଣ୍ଟି ବଜା ହୁଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘଣ୍ଟି ବଜାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯେକୌଣସି ଘଣ୍ଟି ବଜାଇବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପ୍ରକାରର ଘଣ୍ଟି ବଜାନ୍ତୁ। ଯେଉଁ ଘଣ୍ଟି ଉପରେ ଗରୁଡ ପକ୍ଷୀର ଚିତ୍ର ଥାଏ ସେ ଘଣ୍ଟି ବଜାଇଲେ ଆପଣଙ୍କ ଘର ଉପରୁ &#039;ଅଗ୍ନି&#039;, &#039;ଚୋର&#039; ଓ &#039;ବଜ୍ରପାତ&#039;ର ଭୟ ଦୂରହୋଇଯାଏ ବୋଲି ବିଶ୍ୱାସ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos