ବାଣୀ ବିହାର ପ୍ରସଙ୍ଗ: ବିଜେପିର ପୋଲିସ୍ କମିଶନରେଟ୍ ଅଫିସ୍ ଘେରାଉ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ବାଣୀ ବିହାର ପ୍ରସଙ୍ଗରେ ଆସନ୍ତାକାଲି ପୋଲିସ କମିଶନରେଟଙ୍କ ଅଫିସ୍ ଘେରାଉ କରିବାକୁ ବିଜେପି ଘୋଷଣା କରାଯାଇଥିଲା। ତେବେ ଆଜି ଏହାକୁ ସ୍ଥଗିତ କରାଯାଇଛି। ପୋଲିସ୍ ମହାନିର୍ଦ୍ଦେଶକ ସଂଜୀବ ମାରିକ ଓ ପୋଲିସ୍ କମିଶନର ଆର.ପି ଶର୍ମାଙ୍କ ସହିତ ଆଲୋଚନା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ଉପ-ସଭାପତି ପୃଥ୍ୱୀରାଜ ହରିଚନ୍ଦନ।    

prithiraj

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 07:11 AM IST

Related story