ଘରର ବାସ୍ତୁକୁ ନେଇ ଚିନ୍ତିତ କି? କାନ୍ଥରେ ଲେଖନ୍ତୁ ଏହି ଅକ୍ଷର

ଯଦି ଘରେ ବାସ୍ତୁଦୋଷ ରହିଥାଏ ସେଠାରେ ରହୁଥିବା ସଦସ୍ୟଙ୍କ ସ୍ୱାସ୍ଥ୍ୟ ସହିତ ଆୟ ଓ କ୍ୟାରିୟର୍‌ ଉପରେ ପ୍ରଭାବ ପଡିଥାଏ। ବାସ୍ତୁଦୋଷରୁ ଦୂରେଇ ରହିବାକୁ ଚାହୁଁଥିଲେ ଘରର ମୁଖ୍ୟ ଗେଡ୍‌ର ଡାହାଣ ପାର୍ଶ୍ୱରେ କଦଳୀ ଗଛ ଓ ବାମ ପାର୍ଶ୍ୱରେ  ତୁଳସୀ ଗଛ ଲଗାନ୍ତୁ। ଯଦି ଘର ବାହାରେ ଗଛ ଲଗାଇବା ସମ୍ଭବ ହେଉନାହିଁ, ବାସ୍ତୁଶାସ୍ତ୍ରରେ ଏପରି କିଛି  ଅକ୍ଷର କୁହାଯାଇଛି ଯାହାକୁ ଠିକ୍‌ ସ୍ଥାନରେ ଲେଖିବା ଦ୍ୱାରା ବସ୍ତୁଦୋଷ ଦୂର ହୋଇଯାଇଥାଏ। ଆସନ୍ତୁ ଜାଣିବା କେଉଁ […]

house

house

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 08:37 AM IST

ଯଦି ଘରେ ବାସ୍ତୁଦୋଷ ରହିଥାଏ ସେଠାରେ ରହୁଥିବା ସଦସ୍ୟଙ୍କ ସ୍ୱାସ୍ଥ୍ୟ ସହିତ ଆୟ ଓ କ୍ୟାରିୟର୍‌ ଉପରେ ପ୍ରଭାବ ପଡିଥାଏ। ବାସ୍ତୁଦୋଷରୁ ଦୂରେଇ ରହିବାକୁ ଚାହୁଁଥିଲେ ଘରର ମୁଖ୍ୟ ଗେଡ୍‌ର ଡାହାଣ ପାର୍ଶ୍ୱରେ କଦଳୀ ଗଛ ଓ ବାମ ପାର୍ଶ୍ୱରେ  ତୁଳସୀ ଗଛ ଲଗାନ୍ତୁ। ଯଦି ଘର ବାହାରେ ଗଛ ଲଗାଇବା ସମ୍ଭବ ହେଉନାହିଁ, ବାସ୍ତୁଶାସ୍ତ୍ରରେ ଏପରି କିଛି  ଅକ୍ଷର କୁହାଯାଇଛି ଯାହାକୁ ଠିକ୍‌ ସ୍ଥାନରେ ଲେଖିବା ଦ୍ୱାରା ବସ୍ତୁଦୋଷ ଦୂର ହୋଇଯାଇଥାଏ। ଆସନ୍ତୁ ଜାଣିବା କେଉଁ ଦିଗରେ ବାସ୍ତୁଦୋଷ ଥିଲେ କ’ଣ ଲେଖିବେ।

 ୧-ଘରର ଉତ୍ତର ଦିଗରେ ବାସ୍ତୁଦୋଷ ଥିଲେ ଏକ ସାଧା କାଗଜରେ ‘ଅ’ ଲେଖି ଛାପି ଦିଅନ୍ତୁ।

୨-ଦକ୍ଷିଣ ଦିଗରେ ବାସ୍ତଦୋଷ ଦୂର କରିବା ପାଇଁ ଏହି ଦିଗରେ ‘ମ’ ଅକ୍ଷର ଲେଖି ଛାପି ଦିଅନ୍ତୁ।

୩- ସେହିପରି ପୂର୍ବ ଦିଗରେ ବାସ୍ତଦୋଷ ଦୂର କରିବା ପାଇଁ ସେହି ଦିଗରେ ‘ଚନ୍ଦ୍ର ବିନ୍ଦୁ’ ଲେଖିନ୍ତୁ।

୪-ପଶ୍ଚିମ ଦିଗରେ ଥିବା ବାସ୍ତୁଦୋଷ  ଦୂର କରିବା ପାଇଁ ଏହି ଦିଗରେ  ‘ଓଁ’ ଲେଖି ଛାପି ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story