ଜାଣନ୍ତୁ ରୋଷେଇ ଘରେ କେଉଁ ରଙ୍ଗ ଦେଲେ ଶୁଭ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରକୁ ସୁନ୍ଦର ଭାବେ ସଜାଇବାର ଇଚ୍ଛା ସମସ୍ତଙ୍କର ଥାଏ। ତେଣୁ ଭିନ୍ନ ଭିନ୍ନ ରଙ୍ଗ ଦେଇ ଲୋକେ ଘରକୁ ସଜାନ୍ତି। ଆଗକାଳରେ ସମସ୍ତେ ଘରକୁ ଗୋଟେ ରଙ୍ଗରେ ସଜାଉଥିଲେ। କିନ୍ତୁ ଏବେ ଘରକୁ ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗର ବ୍ୟବହାର କରୁଛନ୍ତି। ତେବେ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯ଼ାୟୀ ଘରର ରଙ୍ଗ ଦେବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଖାସ୍ କରି ରୋଷେଇ ଘର ରଙ୍ଗ ଦେବା ସମୟରେ। କାରଣ ଆପଣ ରୋଷେଇ ଘରେ ଯ଼େକୌଣସି ରଙ୍ଗ ଦେଇପାରିବେ ନାହିଁ। ନୀଳ ଓ କଳା ରଙ୍ଗରୁ ରୋଷେଇ ଘରକୁ ଦୂରେଇ ରଖନ୍ତୁ। ଯ଼ଦି ନୀଳ କିମ୍ବା କଳା ରଙ୍ଗ ରୋଷେଇ ଘରେ ଲଗାଇ ଦେଇଛନ୍ତି, ତା&rsquo;ହେଲେ ତା ଉପରେ ଅନ୍ୟ କୌଣସି ରଙ୍ଗ ଲଗାଇ ଦିଅନ୍ତୁ। ନହେଲେ ନାଲି ରଙ୍ଗର ଏକ ବଲ୍ ରୋଷେଇ ଘରେ ସର୍ବଦା ଜଳାଇ ରଖନ୍ତୁ। ଏହାଦ୍ୱାରା ରୋଷେଇ ଘରେ ଭଗବାନ ବାସ କରନ୍ତି।</p>

Ordigital Desk
  • Published: Friday, 01 December 2017
  • Updated: 01 December 2017, 01:06 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରକୁ ସୁନ୍ଦର ଭାବେ ସଜାଇବାର ଇଚ୍ଛା ସମସ୍ତଙ୍କର ଥାଏ। ତେଣୁ ଭିନ୍ନ ଭିନ୍ନ ରଙ୍ଗ ଦେଇ ଲୋକେ ଘରକୁ ସଜାନ୍ତି। ଆଗକାଳରେ ସମସ୍ତେ ଘରକୁ ଗୋଟେ ରଙ୍ଗରେ ସଜାଉଥିଲେ। କିନ୍ତୁ ଏବେ ଘରକୁ ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗର ବ୍ୟବହାର କରୁଛନ୍ତି। ତେବେ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯ଼ାୟୀ ଘରର ରଙ୍ଗ ଦେବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଖାସ୍ କରି ରୋଷେଇ ଘର ରଙ୍ଗ ଦେବା ସମୟରେ। କାରଣ ଆପଣ ରୋଷେଇ ଘରେ ଯ଼େକୌଣସି ରଙ୍ଗ ଦେଇପାରିବେ ନାହିଁ। ନୀଳ ଓ କଳା ରଙ୍ଗରୁ ରୋଷେଇ ଘରକୁ ଦୂରେଇ ରଖନ୍ତୁ। ଯ଼ଦି ନୀଳ କିମ୍ବା କଳା ରଙ୍ଗ ରୋଷେଇ ଘରେ ଲଗାଇ ଦେଇଛନ୍ତି, ତା&rsquo;ହେଲେ ତା ଉପରେ ଅନ୍ୟ କୌଣସି ରଙ୍ଗ ଲଗାଇ ଦିଅନ୍ତୁ। ନହେଲେ ନାଲି ରଙ୍ଗର ଏକ ବଲ୍ ରୋଷେଇ ଘରେ ସର୍ବଦା ଜଳାଇ ରଖନ୍ତୁ। ଏହାଦ୍ୱାରା ରୋଷେଇ ଘରେ ଭଗବାନ ବାସ କରନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos