ଶୋଇବା ଘରୁ ଦୂରେଇ ରଖନ୍ତୁ ଏହି ସବୁ ଜିନିଷ, ନହେଲେ ଦାମ୍ପତ୍ୟ ଜୀବନରେ ବଢ଼ିପାରେ ଦୂରତା

ଦାମ୍ପତ୍ୟ ଜୀବନରେ ବହୁ କାରଣକୁ ନେଇ ଝଡ଼ ସୃଷ୍ଟି ହୋଇଥାଏ। ବେଳେ ବେଳେ ଏହି ଝଡ଼ ବିବାହ ବିଚ୍ଛେଦର କାରଣ ମଧ୍ୟ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଥିବା କିଛି ଜିନିଷ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ବେଡ୍‌ରୁମ୍‌ରେ କେଉଁ ସବୁ ଜିନିଷ ରଖିବା ଅନୁଚିତ। ଶୋଇବା ଘରେ କୌଣସି ଭଗବାନଙ୍କ ଫଟୋ ଲଗାନ୍ତୁ ନାହିଁ। ଏହା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ାଇଥାଏ। ଶୋଇବା ଘରେ କଂପ୍ୟୁଟର ଓ […]

coupleimage

coupleimage

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 09:43 AM IST

Sports

Latest News

ଦାମ୍ପତ୍ୟ ଜୀବନରେ ବହୁ କାରଣକୁ ନେଇ ଝଡ଼ ସୃଷ୍ଟି ହୋଇଥାଏ। ବେଳେ ବେଳେ ଏହି ଝଡ଼ ବିବାହ ବିଚ୍ଛେଦର କାରଣ ମଧ୍ୟ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଥିବା କିଛି ଜିନିଷ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ବେଡ୍‌ରୁମ୍‌ରେ କେଉଁ ସବୁ ଜିନିଷ ରଖିବା ଅନୁଚିତ।

  • ଶୋଇବା ଘରେ କୌଣସି ଭଗବାନଙ୍କ ଫଟୋ ଲଗାନ୍ତୁ ନାହିଁ। ଏହା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ାଇଥାଏ।
  • ଶୋଇବା ଘରେ କଂପ୍ୟୁଟର ଓ ଟିଭି ଭଳି ବୈଦ୍ୟୁତିକ ଉପକରଣ ରଖନ୍ତୁ ନାହିଁ । ଆଜିକାଲି ଏ ଦୁଇଟି ଉପକରଣ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ାଇବାର ଅନ୍ୟତମ ପ୍ରମୁଖ କାରଣ ପାଲଟିଯାଇଛି। ଏହା ପଛରେ ବି ରହିଛି ବାସ୍ତୁ ବିଜ୍ଞାନ। ବାସ୍ତୁ ଅନୁସାରେ ବୈଦ୍ୟୁତିକ ଉପକରଣ ଅଗ୍ନି ତତ୍ତ୍ୱ ଦ୍ୱାରା ଚାଲିଥାଏ, ଯେଉଁ କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥାଏ।
  • ଶୋଇବା ଘରେ ବେଡ୍‌ ତଳେ ଜୋତା ଓ ଚପଲ ଆଦି ରଖନ୍ତୁ ନାହିଁ। ଏହା ନକାରାତ୍ମକ ଶକ୍ତି ଉତ୍ପନ କରିଥାଏ, ଯାହା ଦ୍ୱାରା ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ।
  • ବାସ୍ତୁ ମୁତାବକ ଶୋଇବା ଘରେ କୌଣସି ହିଂସ୍ର ପଶୁର ଫଟୋ ଓ ମୂର୍ତ୍ତି ରଖନ୍ତୁ ନାହିଁ।
  • ଶୋଇବା ଘରେ ସର୍ବଦା ଗୋଟିଏ ବେଡ୍‌ ରଖନ୍ତୁ। ଏକରୁ ଅଧିକ ବେଡ୍ କିମ୍ୱା ଗଦି ଦମ୍ପତିଙ୍କ ସଂପର୍କରେ ନକାରାତ୍ମକ ପ୍ରଭାବ ପକାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story