ଘରର ଶିଡ଼ି ବନାଇବା ବେଳେ ଏସବୁ କଥା ପ୍ରତି ଧ୍ୟାନ ଦେଉଛନ୍ତି କି? ନହେଲେ ଉନ୍ନତିରେ ବାଧା ଆସିପାରେ

ଘରଟିଏ ତିଆରି କରିବା ଲାଗି ଅଧିକାଂଶ ଲୋକ ସେମାନଙ୍କ ସଞ୍ଚିତ ଅର୍ଥର ଅଧା ବ୍ୟୟ କରି ଦିଅନ୍ତି। ତେଣୁ ନିଜ ପସନ୍ଦର ଡିଜାଇନ୍‌ର ଘର କଲା ବେଳେ ସେମାନେ ବାସ୍ତୁ ଉପରେ ଗୁରୁତ୍ୱ ଦେବାର ଦେଖାଯାଏ। ଯେକୌଣସି ଘରେ ଶିଡ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶିଡ଼ିରେ ବାସ୍ତୁଦୋଷ ରହିଗଲେ ଘରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁ ଅନୁଯାୟୀ କେମିତି ଓ କେଉଁ ସ୍ଥାନରେ ଶିଡ଼ି ତିଆରି କରିବେ ଆସନ୍ତୁ ଜାଣିବା। ବାସ୍ତୁ […]

steps

steps

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 09:19 AM IST

Sports

Latest News

ଘରଟିଏ ତିଆରି କରିବା ଲାଗି ଅଧିକାଂଶ ଲୋକ ସେମାନଙ୍କ ସଞ୍ଚିତ ଅର୍ଥର ଅଧା ବ୍ୟୟ କରି ଦିଅନ୍ତି। ତେଣୁ ନିଜ ପସନ୍ଦର ଡିଜାଇନ୍‌ର ଘର କଲା ବେଳେ ସେମାନେ ବାସ୍ତୁ ଉପରେ ଗୁରୁତ୍ୱ ଦେବାର ଦେଖାଯାଏ। ଯେକୌଣସି ଘରେ ଶିଡ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶିଡ଼ିରେ ବାସ୍ତୁଦୋଷ ରହିଗଲେ ଘରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁ ଅନୁଯାୟୀ କେମିତି ଓ କେଉଁ ସ୍ଥାନରେ ଶିଡ଼ି ତିଆରି କରିବେ ଆସନ୍ତୁ ଜାଣିବା।

  • ବାସ୍ତୁ ବିଶେଷଜ୍ଞମାନଙ୍କ ଅନୁଯାୟୀ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶିଡ଼ି ନିର୍ମାଣ କରାଯିବା ଉଚିତ। ଘରର ଉତ୍ତର ଦିଗରେ ଶିଡ଼ି ନିର୍ମାଣ କରିବା ଉଚିତ ନୁହେଁ। ଶିଡ଼ି ପାଇଁ ଉତ୍ତର-ପୂର୍ବ ଦିଗ ବି ଠିକ୍ ନୁହେଁ। ତେବେ ଉତ୍ତର-ପଶ୍ଚିମ ଦିଗରେ ଶିଡ଼ି ତିଆରି କରିପାରିବେ।
  • ଶିଡ଼ି ସଂଖ୍ୟା ସବୁବେଳେ ଅଯୁଗ୍ମ ରହିଲେ ଭଲ, ଯେମିତିକି- ୭,୯,୧୧,୧୫,୧୭,୧୯। ଶିଡ଼ି ସଂଖ୍ୟା ଅଯୁଗ୍ମ ରହିଲେ ଘରେ ସୁଖଶାନ୍ତିର ବାତାବରଣ ରହେ ବୋଲି କୁହାଯାଏ।
  • ଶିଡ଼ି ଗୁଡ଼ିକୁ ଚଉଡ଼ା କରନ୍ତୁ। ଧ୍ୟାନ ଦିଅନ୍ତୁ ଶିଡ଼ି ଉପରେ ସବୁବେଳେ ଆଲୁଅ ପଡ଼ୁଥିବ। କୁହାଯାଏ ଶିଡ଼ିରେ ସବୁବେଳେ ଆଲୋକ ପଡ଼ୁଥିଲେ ମା’ ଲକ୍ଷ୍ମୀଙ୍କ ପ୍ରବେଶରେ କୌଣସି ବାଧା ଉପୁଜେ ନାହିଁ।
  • ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଶିଡ଼ି ବନାନ୍ତୁ ନାହିଁ। ଏମିତି ହେଲେ ଘରର ସଦସ୍ୟଙ୍କଠାରୁ ସବୁବେଳେ ଭଲ ସୁଯୋଗ ଖସି ଯାଏ ବୋଲି କୁହାଯାଏ। ଏହା ସହିତ ଘରେ ସବୁବେଳେ ରୋଗବେମାର ଲାଗି ରହେ। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଶିଡ଼ି ରହିଛି ଓ ଏହାକୁ ଆଉ ବଦଳା ଯାଇପାରିବ ନାହିଁ, ତା’ହେଲେ ଶିଡ଼ି ମଝିରେ ଏକ ଘଣ୍ଟି ଅବା କାଚ ଲଗାଇ ଦିଅନ୍ତୁ। ବାସ୍ତୁଦୋଷ କଟିଯିବ।
  • ଘରର ମୁଖ୍ୟ ହଲ୍‌ ଠାରେ ଗୋଲ ଗୋଲ ଆକୃତିର ଶିଡ଼ି ତିଆରି କଲେ ଭଲ। ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।
  • ଘରର ମଝାମଝି ଶିଡ଼ି ତିଆରି କରନ୍ତୁ ନାହିଁ। ଏମିତି କଲେ ଘରର ଲୋକମାନେ ସବୁବେଳେ ରୋଗବେମାରରେ ପଡ଼ିବାର ଆଶଙ୍କା ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story