ବାପଘରେ ଓ ଶାଶୂଘରେ ଗୋଟିଏ ଦିନରେ ଖାଉଛନ୍ତି କି?

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ବିବାହର ସମସ୍ତ ରୀତି,ନୀତି ସରିବା ପରେ ନବବିବାହିତା ଝିଅଟେ ତା ବାପଘରକୁ ବୁଲିବାକୁ ଯାଏ। ଶାଶୂଘର ଯଦି ବାପଘରଠୁ ଟିକେ ଦୂର ହୋଇଥାଏ, ତେବେ ଘରୁ ବାହାରିବା ପୂର୍ବରୁ ଝିଅ କିଛି ଖାଇକି ବାହାରେ। ବାପଘରେ ପହଞ୍ଚିବା ପରେ ସେଠାରେ କିଛି ଭୋଜନ କରେ। ଏମିତି ଗୋଟେ ଦିନରେ ସେ ଦୁଇଟି ସ୍ଥାନରେ ଭୋଜନ କରିଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ। ବାପଘରେ ଓ ଶାଶୂଘରେ ଏକାଦିନରେ ଖାଇବା ଅନୁଚିତ। ଏହାଦ୍ୱାରା ଝିଅଟି ଅଭାଗିନୀ ହୋଇପାରେ। ତେଣୁ ଏକାଦିନେ ବାପଘରେ ଓ ଶାଶୂଘରେ ଭୋଜନ କରନ୍ତୁ ନାହିଁ। ଯଦିଏ ସବୁବେଳେ ଏହି ନିୟମ ପାଳନ କରିବା ସହଜ ନୁହେଁ ତଥାପି ନବ ବିବାହିତା ଝିଅମାନେ ଏହି ନିୟମ ପାଳନ କରିବା ଜରୁରୀ।</p>

Ordigital Desk
  • Published: Sunday, 17 December 2017
  • Updated: 17 December 2017, 02:09 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ବିବାହର ସମସ୍ତ ରୀତି,ନୀତି ସରିବା ପରେ ନବବିବାହିତା ଝିଅଟେ ତା ବାପଘରକୁ ବୁଲିବାକୁ ଯାଏ। ଶାଶୂଘର ଯଦି ବାପଘରଠୁ ଟିକେ ଦୂର ହୋଇଥାଏ, ତେବେ ଘରୁ ବାହାରିବା ପୂର୍ବରୁ ଝିଅ କିଛି ଖାଇକି ବାହାରେ। ବାପଘରେ ପହଞ୍ଚିବା ପରେ ସେଠାରେ କିଛି ଭୋଜନ କରେ। ଏମିତି ଗୋଟେ ଦିନରେ ସେ ଦୁଇଟି ସ୍ଥାନରେ ଭୋଜନ କରିଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ। ବାପଘରେ ଓ ଶାଶୂଘରେ ଏକାଦିନରେ ଖାଇବା ଅନୁଚିତ। ଏହାଦ୍ୱାରା ଝିଅଟି ଅଭାଗିନୀ ହୋଇପାରେ। ତେଣୁ ଏକାଦିନେ ବାପଘରେ ଓ ଶାଶୂଘରେ ଭୋଜନ କରନ୍ତୁ ନାହିଁ। ଯଦିଏ ସବୁବେଳେ ଏହି ନିୟମ ପାଳନ କରିବା ସହଜ ନୁହେଁ ତଥାପି ନବ ବିବାହିତା ଝିଅମାନେ ଏହି ନିୟମ ପାଳନ କରିବା ଜରୁରୀ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos