ରଖନ୍ତୁ ଏହି ପାଞ୍ଚଟି ଜିନିଷ; ସୁଖ ଶାନ୍ତିରେ ଭରିଯିବ ଘର

ଅନେକ ଲୋକ ବାସ୍ତୁଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି।  ବାସ୍ତୁ ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ କାର୍ଯ୍ୟ କରନ୍ତି। ବାସ୍ତୁ ଅନୁସାରେ ଘରେ ୫ଟି  ଜିନିଷ ରଖିବା ଶୁଭ ହୋଇଥାଏ। ଆସନ୍ତୁ ଜାଣିବା କ’ଣ ସେହି ୫ଟି ଜିନିଷ। ଚନ୍ଦନ ଚନ୍ଦନ ନକାରାତ୍ମକ ଶକ୍ତିକୁ ଦୂର କରେ। ସବୁ ଦେବ-ଦେବୀଙ୍କ ପୂଜାରେ ଚନ୍ଦନକୁ ବ୍ୟବହାର କରାଯାଏ। ଚନ୍ଦନ ଟିକା ମୁଣ୍ଡରେ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ବୀଣା ବୀଣା ମା’ ସରସ୍ୱତୀଙ୍କର ଅତି ପ୍ରିୟ। ବୀଣା ଘରେ […]

House

House

Rakesh Mallick
  • Published: Friday, 24 November 2017
  • Updated: 24 November 2017, 09:07 AM IST

ଅନେକ ଲୋକ ବାସ୍ତୁଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି।  ବାସ୍ତୁ ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ କାର୍ଯ୍ୟ କରନ୍ତି। ବାସ୍ତୁ ଅନୁସାରେ ଘରେ ୫ଟି  ଜିନିଷ ରଖିବା ଶୁଭ ହୋଇଥାଏ। ଆସନ୍ତୁ ଜାଣିବା କ’ଣ ସେହି ୫ଟି ଜିନିଷ।

Chnadanଚନ୍ଦନ

ଚନ୍ଦନ ନକାରାତ୍ମକ ଶକ୍ତିକୁ ଦୂର କରେ। ସବୁ ଦେବ-ଦେବୀଙ୍କ ପୂଜାରେ ଚନ୍ଦନକୁ ବ୍ୟବହାର କରାଯାଏ। ଚନ୍ଦନ ଟିକା ମୁଣ୍ଡରେ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ।

Vinaବୀଣା

ବୀଣା ମା’ ସରସ୍ୱତୀଙ୍କର ଅତି ପ୍ରିୟ। ବୀଣା ଘରେ ରଖିଲେ ମା’ ସରସ୍ୱତୀଙ୍କ କୃପା ଘର ଉପରେ ସବୁବେଳେ ପଡ଼ିଥାଏ।

Gheeଘିଅ

ଘିଅକୁ ଘରେ ରଖି ନିୟମିତ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଘରେ ଠାକୁରଙ୍କ ପାଖରେ ଘିଅ ଦୀପ ଜାଳିବା ଶୁଭ।

honeyମହୁ

ମହୁ  ରଖିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ସବୁ ଦେବୀ-ଦେବତାଙ୍କୁ ଭୋଗ ଲଗାଇବା ସମୟରେ ମହୁ ବ୍ୟବହାର କରାଯାଏ।

waterସଫା ପାଣି

ଘରେ ସର୍ବଦା ସଫା ପାଣି ରଖନ୍ତୁ। ଘରକୁ ଅତିଥି ଆସିଲେ ପ୍ରଥମେ ପାଣି ଦେଇ ତାଙ୍କର ସ୍ୱାଗତ କରନ୍ତୁ। ଏପରି କରିବା ଦ୍ୱାରା କୁଣ୍ଡଳୀରେ ଥିବା ସବୁ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos