ବାଲ୍‌କୋନିକୁ ଠିକ୍ ଦିଗରେ ବନାନ୍ତୁ: ନହେଲେ ଘରେ ପଡ଼ିପାରେ ବିପଦ

ଘରର ପ୍ରତି ସ୍ଥାନର କିଛି ନା କିଛି ମହତ୍ତ୍ୱ ରହିଛି। ନୂଆ ଘର ତିଆରି କଲାବେଳେ ଆମେ ବାସ୍ତୁ ଅନୁଯାୟୀ କେଉଁଠି କେଉଁ ରୁମ୍ ରହିବ ସେଥିପ୍ରତି ଧ୍ୟାନ ଦେଇଥାଉ। ଘରର ବାଲ୍‌କୋନିର ମଧ୍ୟ ଅଲଗା ମହତ୍ତ୍ୱ ରହିଛି। ବାଲ୍‌କୋନି ଏପରି ଏକ ଜାଗା ଯେଉଁ ବାଟ ଦେଇ ଘରେ ସୂର୍ଯ୍ୟଙ୍କ କିରଣ ପ୍ରବେଶ କରିଥାଏ। ସକାରାତ୍ମକ ଶକ୍ତି ମଧ୍ୟ ଏହି ବାଟ ଦେଇ ପ୍ରବେଶ କରିଥାଏ। ବାଲ୍‌କୋନି ଭୁଲ ଦିଗରେ ରହିଲେ ଘର ଉପରେ ଅନେକ […]

balcony

balcony

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 10:20 AM IST

Sports

Latest News

ଘରର ପ୍ରତି ସ୍ଥାନର କିଛି ନା କିଛି ମହତ୍ତ୍ୱ ରହିଛି। ନୂଆ ଘର ତିଆରି କଲାବେଳେ ଆମେ ବାସ୍ତୁ ଅନୁଯାୟୀ କେଉଁଠି କେଉଁ ରୁମ୍ ରହିବ ସେଥିପ୍ରତି ଧ୍ୟାନ ଦେଇଥାଉ। ଘରର ବାଲ୍‌କୋନିର ମଧ୍ୟ ଅଲଗା ମହତ୍ତ୍ୱ ରହିଛି। ବାଲ୍‌କୋନି ଏପରି ଏକ ଜାଗା ଯେଉଁ ବାଟ ଦେଇ ଘରେ ସୂର୍ଯ୍ୟଙ୍କ କିରଣ ପ୍ରବେଶ କରିଥାଏ। ସକାରାତ୍ମକ ଶକ୍ତି ମଧ୍ୟ ଏହି ବାଟ ଦେଇ ପ୍ରବେଶ କରିଥାଏ। ବାଲ୍‌କୋନି ଭୁଲ ଦିଗରେ ରହିଲେ ଘର ଉପରେ ଅନେକ ଖରାପ ପ୍ରଭାବ ପଡ଼େ। ତେଣୁ ଘର ତିଆରିବେଳେ ବାଲ୍‌କୋନି ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ ବୋଲି କୁହାଯାଏ। ଆସନ୍ତୁ ଜାଣିବା କେଉଁ ଦିଗରେ ବାଲ୍‌କୋନି କଲେ ଶୁଭ ଫଳ ମିଳେ।

୧. ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଘର ଦକ୍ଷିଣକୁ ମୁହଁ କରିଛି ତା’ହେଲେ ପୂର୍ବ କିମ୍ବା ଦକ୍ଷିଣ ଦିଗରେ ବାଲ୍‌କୋନି ବନାଇବା ଉଚିତ। ଏପରି କରିବା ଦ୍ୱାରା ଘରେ ସୁଖସମୃଦ୍ଧି ବଢ଼ିଥାଏ।

୨. ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପୂର୍ବଆଡ଼କୁ ଖୋଲୁଥାଏ,ତା’ହେଲେ ପୂର୍ବ ଦିଗରେ ବାଲ୍‌କୋନି ହେବା ଉଚିତ। ଯଦି ଏପରି ସମ୍ଭବ ହେଇପାରୁନାହିଁ ତେବେ ଏହାକୁ ଉତ୍ତର ଦିଗରେ ମଧ୍ୟ ବନାଇପାରିବେ।

୩. ଯଦି ଆପଣ ଉତ୍ତରମୁଖୀ ଘର ବନାଇବାକୁ ଚାହୁଁଛନ୍ତି ତା’ହେଲେ ପୂର୍ବ କିମ୍ବା ଉତ୍ତର ଦିଗରେ ବାଲ୍‌କୋନି ବନାଇବା ଉଚିତ।

୪.  ଯଦି ଆପଣଙ୍କ ଘରର ମୁହଁ ପଶ୍ଚିମ ଆଡ଼କୁ ହୋଇଛି, ତା’ହେଲେ ବାଲ୍‌କୋନି ଉତ୍ତର କିମ୍ବା ପଶ୍ଚିମ ଦିଗରେ ରହିବା ଉଚିତ।

୫. ବାଲ୍‌କୋନିରେ ଆପଣ ମନି ପ୍ଲାଣ୍ଟ୍ ଲଗାଇପାରିବେ। ଏହାଦ୍ୱାରା ଘର ଥଣ୍ଡା ରହିବା ସହ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ହେଲେ ଧ୍ୟାନ ରଖନ୍ତୁ ଲତାଗୁଡ଼ିକ କାନ୍ତ ଉପରକୁ ଯେପରି ଚାଲିନଯାଏ।

୬. ଅନେକ ଲୋକ ବାଲ୍‌କୋନିକୁ ଷ୍ଟୋର୍ ରୁମ୍ ପରି ବ୍ୟବହାର କରନ୍ତି। ପୁରୁଣା ଓ ଭଙ୍ଗା ଜିନିଷକୁ ବାଲ୍‌କୋନିରେ ପକାଇ ରଖନ୍ତି। ଏପରି କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story