ଲେମ୍ବୁ ଦୂର କରିପାରେ ବାସ୍ତୁଦୋଷ

ଲେମ୍ବୁ ଖରାପ ନଜରରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆପଣମାନେ ଜାଣିଛନ୍ତି କି ଲେମ୍ବୁ ଘରର ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର କରିପାରେ। ଲେମ୍ବୁ ଘରୁ ନକାରାତ୍ମକ ଶକ୍ତି ଦୂର କରି ସୁଖସମୃଦ୍ଧି ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ଲେମ୍ବୁକୁ ବ୍ୟବହାର କରି ଘରୁ କିପରି ବାସ୍ତୁଦୋଷ ଦୂର କରିପାରିବେ। ଲେମ୍ବୁ ଗଛ ଘରେ ଲଗାଇବା ଶୁଭ ହୋଇଥାଏ। ଏହି ଗଛ ଘରେ ଥିଲେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରେନାହିଁ। ବାସ୍ତୁ […]

lemon1

lemon1

Rakesh Mallick
  • Published: Sunday, 28 January 2018
  • Updated: 28 January 2018, 09:17 AM IST

Sports

Latest News

ଲେମ୍ବୁ ଖରାପ ନଜରରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆପଣମାନେ ଜାଣିଛନ୍ତି କି ଲେମ୍ବୁ ଘରର ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର କରିପାରେ। ଲେମ୍ବୁ ଘରୁ ନକାରାତ୍ମକ ଶକ୍ତି ଦୂର କରି ସୁଖସମୃଦ୍ଧି ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ଲେମ୍ବୁକୁ ବ୍ୟବହାର କରି ଘରୁ କିପରି ବାସ୍ତୁଦୋଷ ଦୂର କରିପାରିବେ।

  • ଲେମ୍ବୁ ଗଛ ଘରେ ଲଗାଇବା ଶୁଭ ହୋଇଥାଏ। ଏହି ଗଛ ଘରେ ଥିଲେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରେନାହିଁ। ବାସ୍ତୁ ଦୋଷର ପ୍ରଭାବ ମଧ୍ୟ କମିଯାଏ।
  • ଲେମ୍ବୁ ଖଟା  ଲାଗେ। ତେଣୁ ଏହାକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ କମ୍‌ ହୋଇଯାଏ ଓ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
  • ରାତିରେ ଖରାପ ସ୍ୱପ୍ନ ଦେଖୁଥିଲେ ଅବା ନିଦ ଠିକ୍‌ ଭାବେ ହେଉନଥିଲେ ଶେଜ ତଳେ ଏକ ଲେମ୍ବୁ ରଖି ଦିଅନ୍ତୁ। ଲେମ୍ବୁଟି ଶୁଖିଯିବା ପରେ ପାଣିରେ ଫିଙ୍ଗି ଦିଅନ୍ତୁ। ୫ ଥର  ଲଗାତାର ଭାବେ ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯାଏ ଏବଂ ନିଦ ଠିକ୍‌ ହୋଇଥାଏ।
  • ବ୍ୟବସାୟ କରୁଥିଲେ ଦୋକାନ ବାହାରେ ଲେମ୍ବୁ ଓ ଲଙ୍କାର ମାଳ ଝୁଲାଇ ଦିଅନ୍ତୁ। ଏହାଦ୍ୱାରା ଦୋକାନ ଉପରେ ଖରାପ ଦୃଷ୍ଟି ପଡ଼େ ନାହିଁ ଓ ବ୍ୟବସାୟ ବୃଦ୍ଧି ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story