ଏହି ରୁଦ୍ରାକ୍ଷ ଧାରଣ କରନ୍ତୁ: ବଦଳି ଯାଇପାରେ ଭାଗ୍ୟ, ଦୂର ହୋଇପାରେ ଅଭାବ ଓ ଅନଟନ

କୁହାଯାଏ ସାତ ମୁଖୀ ଅବା ସାତଟି ମୁହଁ ଥିବା ରୁଦ୍ରାକ୍ଷ ଧାରଣ କଲେ ଦୁନିଆର ସମସ୍ତ ଭୌତିକ ସୁଖ-ସୁବିଧା ପ୍ରାପ୍ତି ହୁଏ। ସାତମୁଖୀ ରୁଦ୍ରାକ୍ଷକୁ ମହାଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ପୁଣି ଏହାର ପ୍ରତିନିଧି ଗ୍ରହ ଶୁକ୍ର ହୋଇଥାନ୍ତି। ଶୁକ୍ର ଭୌତିକ ସୁଖ-ସୁବିଧା, ଭୋଗ-ବିଳାସ ଓ ପ୍ରେମର ଗ୍ରହ। ଏଥିପାଇଁ ସାତମୁଖୀ ରୁଦ୍ରାକ୍ଷ ଧାରଣ କଲେ ନାମ, ଯଶ, ପ୍ରତିଷ୍ଠା, ଓ ସମ୍ମାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତା’ ସହିତ ଆଉ କ’ଣ ଲାଭ […]

rudrakhya

rudrakhya

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 09:49 AM IST

କୁହାଯାଏ ସାତ ମୁଖୀ ଅବା ସାତଟି ମୁହଁ ଥିବା ରୁଦ୍ରାକ୍ଷ ଧାରଣ କଲେ ଦୁନିଆର ସମସ୍ତ ଭୌତିକ ସୁଖ-ସୁବିଧା ପ୍ରାପ୍ତି ହୁଏ। ସାତମୁଖୀ ରୁଦ୍ରାକ୍ଷକୁ ମହାଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ପୁଣି ଏହାର ପ୍ରତିନିଧି ଗ୍ରହ ଶୁକ୍ର ହୋଇଥାନ୍ତି। ଶୁକ୍ର ଭୌତିକ ସୁଖ-ସୁବିଧା, ଭୋଗ-ବିଳାସ ଓ ପ୍ରେମର ଗ୍ରହ। ଏଥିପାଇଁ ସାତମୁଖୀ ରୁଦ୍ରାକ୍ଷ ଧାରଣ କଲେ ନାମ, ଯଶ, ପ୍ରତିଷ୍ଠା, ଓ ସମ୍ମାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତା’ ସହିତ ଆଉ କ’ଣ ଲାଭ ମିଳିଥାଏ ଜାଣନ୍ତୁ:

- ଜୀବନରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

- ଭାଗ୍ୟ ଉଦୟ ହେବା ସହ ଅଭାବ ଅନଟନ ଦୂର ହୋଇଥାଏ।

- ଶୁକ୍ରଗ୍ରହର ଖରାପ ପ୍ରଭାବ ସାତ ମୁଖୀ ରୁଦ୍ରାକ୍ଷ ପରିଧାନ କରିଥିବା ବ୍ୟକ୍ତି ଉପରେ ପଡ଼ିନଥାଏ।

- ସାତମୁଖୀ  ରୁଦ୍ରାକ୍ଷକୁ ପରିଧାନ କଲେ ସ୍ୱାମୀ-ସ୍ତ୍ରୀ ଓ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୁଦୃଢ  ହୋଇଥାଏ ।

- ଚିନ୍ତା ଓ ଅନିଦ୍ରା ପରି ସମସ୍ୟା ଦୂର କରିଥାଏ।

- ଶ୍ୱାସ ଓ ହଜମ ସମ୍ୱନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

- ଅଙ୍କ ଜ୍ୟୋତିଷ ଅନୁସାରେ ଯେଉଁ ବ୍ୟକ୍ତିର ଅଙ୍କ ୮ ସେମାନେ ସାତମୁଖୀ ରୁଦ୍ରାକ୍ଷ ପିନ୍ଧିଲେ ଭଲ। ସେମାନଙ୍କ ପାଇଁ ଅଧିକ ଲାଭକାରୀ ହୋଇଥାଏ

- ବ୍ୟବସାୟରେ ଉନ୍ନତି ଓ ଚାକିରିରେ ପଦୋନ୍ନତି ଚାହୁଁଥିବା ଲୋକଙ୍କ ପାଇଁ  ସାତ ମୁଖୀ ରୁଦ୍ରାକ୍ଷ ପିନ୍ଧିଲେ ଆଶା ମୁତାବକ ଫଳ ମିଳେ।

- ଜୀବନରେ ପ୍ରେମରୁ ବଞ୍ଚିତ ଥିବା ଲୋକେ ଏହାକୁ ଧାରଣ କରନ୍ତୁ।

- ନିବେଶ ସମ୍ୱନ୍ଧୀୟ ବ୍ୟବସାୟ ସହ ଜଡ଼ିତ ଥିଲେ ସାତମୁଖୀ ରୁଦ୍ରାକ୍ଷ ଧାରଣ କରିବା ଭଲ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story