ଘରେ କେମିତି ରଖିଛନ୍ତି ଖଟ ବା ପଲଙ୍କ? ଜାଣନ୍ତୁ କେଉଁଠି ରଖିଲେ ପଡ଼େ ଖରାପ ପ୍ରଭାବ

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଖଟ ବା ପଲଙ୍କ ରଖିବାର ନିର୍ଦ୍ଦିଷ୍ଟ ଦିଗ ଓ ସ୍ଥାନ ରହିଛି। ଏହି ନିୟମ ଗୁଡ଼ିକୁ ମାନିଲେ ଘରେ ସୁଖଶାନ୍ତିର ବାତାବରଣ ରହେ। କିନ୍ତୁ ବାସ୍ତୁ ଅନୁସାରେ ଠିକ୍‌ ସ୍ଥାନରେ ଖଟ ବା ପଲଙ୍କ ପଡ଼ି ନଥିଲେ ନକାରାତ୍ମକ ପ୍ରଭାବ ପଡ଼େ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଘରର କେଉଁଠି ଖଟ ବା ପଲଙ୍କ ପଡ଼ିଲେ ଭଲ ଓ କେଉଁ ରହିଲେ ଖରାପ। ଖଟ ରଖିବା ସମୟରେ ଧ୍ୟାନ ଦେବେ ଯେପରି ଏହା […]

bed

bed

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 09:03 AM IST

Sports

Latest News

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଖଟ ବା ପଲଙ୍କ ରଖିବାର ନିର୍ଦ୍ଦିଷ୍ଟ ଦିଗ ଓ ସ୍ଥାନ ରହିଛି। ଏହି ନିୟମ ଗୁଡ଼ିକୁ ମାନିଲେ ଘରେ ସୁଖଶାନ୍ତିର ବାତାବରଣ ରହେ। କିନ୍ତୁ ବାସ୍ତୁ ଅନୁସାରେ ଠିକ୍‌ ସ୍ଥାନରେ ଖଟ ବା ପଲଙ୍କ ପଡ଼ି ନଥିଲେ ନକାରାତ୍ମକ ପ୍ରଭାବ ପଡ଼େ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଘରର କେଉଁଠି ଖଟ ବା ପଲଙ୍କ ପଡ଼ିଲେ ଭଲ ଓ କେଉଁ ରହିଲେ ଖରାପ।

  • ଖଟ ରଖିବା ସମୟରେ ଧ୍ୟାନ ଦେବେ ଯେପରି ଏହା ଦୁଇଟି କବାଟ ମଝିରେ ନରୁହେ। ଏପରି ସ୍ଥାନରେ ଖଟ ରଖିବା ଦ୍ୱାରା ଶୋଇବା ଲୋକ ଉପରେ ଖରାପ ପ୍ରଭାବ ପଡ଼େ। ଏହାସହ ଘର ଲୋକଙ୍କ ମଧ୍ୟରେ ମାନସିକ ଅଶାନ୍ତି ବଢ଼େ।
  • ବାଥ୍‌ରୁମ୍‌ ସହ ବେଡ୍‌ରୁମକୁ ଲାଗିଥିବା କାନ୍ଥ ସହ ଖଟ ଲଗାଇ ରଖନ୍ତୁ ନାହିଁ। ଏହା ଘରେ ଅଶାନ୍ତି ବଢ଼ାଇଥାଏ।
  • ଖଟ ସମ୍ମୁଖରେ ଆଇନା ରଖନ୍ତୁ ନାହିଁ। ଏହା ଦ୍ୱାରା ଖଟରେ ଶୋଉଥିବା ବ୍ୟକ୍ତିଙ୍କ ପ୍ରତିବିମ୍ୱ ଆଇନାରେ ପ୍ରତିଫଳିତ ହୁଏ ଓ ଏହା ତାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଏ।
  • ଦକ୍ଷିଣକୁ ମୁଣ୍ଡ କରି ଶୋଇଲେ ଶୁଭ ହୋଇଥାଏ ବୋଲି କୁହାଯାଏ। ଯଦି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବାକୁ ଚାହୁଁ ନାହାଁନ୍ତି ତା’ହେଲେ ଦକ୍ଷିଣ-ପୂର୍ବ କିମ୍ୱା ଦକ୍ଷିଣ-ପଶ୍ଚିମ ଦିଗକୁ ମୁଣ୍ଡ କରି ଶୁଅନ୍ତୁ।
  • ଶାଗୁଆନ କାଠରେ ନିର୍ମିତ ଖଟରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଲୁହା ରଡ୍‌ରେ ତିଆରି ହୋଇଥିବା ଖଟରେ ଶୁଅନ୍ତୁ ନାହିଁ।
  • ଖଟ ବା ପଲଙ୍କ ତଳକୁ ସଫା ରଖନ୍ତୁ। ବକ୍ସ ପଲଙ୍କର ବ୍ୟବହାର କରୁଥିଲେ ତଳୁ କିଛି ଇଞ୍ଚ ଉଠାଇ ରଖନ୍ତୁ।

PREV

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story