ସୁଧୁରୁଛି ମାଲକାନଗିରିର ବନ୍ୟା ସ୍ଥିତି, ଜୀବନଯାତ୍ରା ସ୍ୱାଭାବିକ

Ordigital Desk
  • Published: Wednesday, 19 July 2017
  • , Updated: 19 July 2017, 08:32 AM IST
<p>ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତି ସୁଧୁରୁଛି। ୨୪ ଘଣ୍ଟା ପରେ ଜଳସ୍ତର ହ୍ରାସ ପାଇଛି। ମାଲକାନଗିରି-ମୋଟୁ ରାସ୍ତାରେ ପାଣି କମିଛି। ବଢ଼ିପାଣି କମିବା ଯୋଗୁଁ ଜୀବନଯାତ୍ରା ସ୍ୱାଭାବିକ ହୋଇଛି।</p> <p>ବନ୍ୟା ବିପନ୍ନଙ୍କୁ ଆଶ୍ରୟସ୍ଥଳିରେ ରଖାଯାଇ ରିଲିଫ୍ ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ରାୟଗଡ଼ା କଲ୍ୟାଣସିଂପୁର ବ୍ଲକ ଅଞ୍ଚଳର କୁମ୍ଭାରସାହି, ଗୁରୁଜାଗୁଡ଼ା ଓ ସିଙ୍ଗିରି ଗାଁରେ ବନ୍ୟା ପାଣି କମିବା ପରେ ଚାରିଆଡ଼େ ବାଲିଚର ପଡ଼ିଛି।</p>

Related story