ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଧୁଆ ଆକାଶରେ ପଡ଼ିଥିବା ଇନ୍ଦ୍ରଧନୁ ପାଇଁ କବି, ଲେଖକ ଓ ଭାବୁକମାନେ ପାଗଳ। ଫଟୋଗ୍ରାଫର ମାନେ ମଧ୍ୟ ଇନ୍ଦ୍ରଧନୁର ଫଟୋ ଉଠାଇବାକୁ ଜଗିକି ବସିଥାନ୍ତି। ସୌନ୍ଦର୍ଯ୍ୟ ପିପାସୁ ଲୋକମାନେ ଇନ୍ଦ୍ରଧନୁ ଦେଖି ଖୁବ୍ ଖୁସି ହୁଅନ୍ତି। ଆଉକିଛି ଲୋକ ନିଜେ ଦେଖିବା ସହ ସାଙ୍ଗସାଥୀଙ୍କୁ ବି ଡାକିହାକି ଇନ୍ଦ୍ରଧନୁକୁ ଦେଖାଇଥାନ୍ତି।

କିନ୍ତୁ ଇନ୍ଦ୍ରଧନୁକୁ ନେଇ ଶାସ୍ତ୍ରବିତ୍‌ଙ୍କର ମତ ଅଲଗା। ସେମାନଙ୍କ କହିବା କଥା, ନିଜେ ଇନ୍ଦ୍ରଧନୁ ଦେଖି ଭାବବିହ୍ୱଳ ହେଲେ ସମସ୍ୟା ନାହିଁ। କିନ୍ତୁ ଅନ୍ୟକୁ ଡାକି ହାକି ଦେଖେଇବାଟା ଗ୍ରହଣୀୟ ନୁହେଁ। ଇନ୍ଦ୍ରଧନୁ ଦେଖିବାର ଅଛି ତ ନିଜେ ହିଁ ଦେଖନ୍ତୁ। କାହାକୁ ଦେଖିବାକୁ ଡାକନ୍ତୁ ନାହିଁ। କଣ ଏହାର କାରଣ, କାହିଁକି ଏପରି କହିଛନ୍ତି ପଣ୍ଡିତମାନେ, ଦେଖନ୍ତୁ ଏଇ ଭିଡିଓ।

ଆହୁରି ମଧ୍ୟ ପଢନ୍ତୁ: ଆପଣାନ୍ତୁ ଏହି ଉପାୟ, ପର୍ସ୍‌ରେ ସବୁବେଳେ ରହିପାରେ ଟଙ୍କା

https://www.youtube.com/watch?v=dp-wVyFIIrk

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।