ଭୁବନେଶ୍ୱର(ଓଡିଶା ରିପୋର୍ଟର): ବ୍ୟବସାୟ ପାଇଁ ନିର୍ଦ୍ଧିଷ୍ଟ ବାର ନ ଥାଏ। ସପ୍ତାହର ସାତଦିନ ବେପାର ଚାଲେ। କିନ୍ତୁ ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ବିକ୍ରି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଆପଣ ସବୁଦିନ ସବୁକିଛି ବିକ୍ରି କରିପାରିବେ ନାହିଁ। ଗାଁ ଗହଳିରେ ପ୍ରାୟତଃ ଗାଈଟେ କ୍ଷୀର ନ ଦେଲେ ମାଲିକ ତାକୁ ବିକ୍ରି କରିଦିଏ। ହେଲେ ଗାଈ ବିକ୍ରି କରିବା ସମୟରେ ଟିକେ ସଚେତନ ରୁହନ୍ତୁ। କାରଣ ଗାଈକୁ ବିକ୍ରି ନ କରିବା ପାଇଁ ନିର୍ଦ୍ଧିଷ୍ଟ ବାର ରହିଛି। ସୋମବାର ଦିନ କେବେ ଗାଈ ବିକ୍ରି କରନ୍ତୁ ନାହିଁ। ଏହା ଅମଙ୍ଗଳ ସୂତକ। ସେହିପରି ମଙ୍ଗଳବାର ଦିନ କେବେ ଯାନବାହନ ଓ ଗୁରୁବାର ଜମି ବିକ୍ରି କରିବା କଥା ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...