ଜାଣନ୍ତୁ କେଉଁ ବାରରେ କ’ଣ ବିକ୍ରି କରିବା ଅନୁଚିତ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବ୍ୟବସାୟ ପାଇଁ ନିର୍ଦ୍ଧିଷ୍ଟ ବାର ନ ଥାଏ। ସପ୍ତାହର ସାତଦିନ ବେପାର ଚାଲେ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ବିକ୍ରି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଆପଣ ସବୁଦିନ ସବୁକିଛି ବିକ୍ରି କରିପାରିବେ ନାହିଁ। ଗାଁ ଗହଳିରେ ପ୍ରାୟତଃ ଗାଈଟେ କ୍ଷୀର ନ ଦେଲେ ମାଲିକ ତାକୁ ବିକ୍ରି କରିଦିଏ। ହେଲେ ଗାଈ ବିକ୍ରି କରିବା ସମୟରେ ଟିକେ ସଚେତନ ରୁହନ୍ତୁ। କାରଣ ଗାଈକୁ ବିକ୍ରି ନ କରିବା ପାଇଁ ନିର୍ଦ୍ଧିଷ୍ଟ ବାର […]

vehicle

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 12:11 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବ୍ୟବସାୟ ପାଇଁ ନିର୍ଦ୍ଧିଷ୍ଟ ବାର ନ ଥାଏ। ସପ୍ତାହର ସାତଦିନ ବେପାର ଚାଲେ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ବିକ୍ରି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଆପଣ ସବୁଦିନ ସବୁକିଛି ବିକ୍ରି କରିପାରିବେ ନାହିଁ। ଗାଁ ଗହଳିରେ ପ୍ରାୟତଃ ଗାଈଟେ କ୍ଷୀର ନ ଦେଲେ ମାଲିକ ତାକୁ ବିକ୍ରି କରିଦିଏ। ହେଲେ ଗାଈ ବିକ୍ରି କରିବା ସମୟରେ ଟିକେ ସଚେତନ ରୁହନ୍ତୁ। କାରଣ ଗାଈକୁ ବିକ୍ରି ନ କରିବା ପାଇଁ ନିର୍ଦ୍ଧିଷ୍ଟ ବାର ରହିଛି। ସୋମବାର ଦିନ କେବେ ଗାଈ ବିକ୍ରି କରନ୍ତୁ ନାହିଁ। ଏହା ଅମଙ୍ଗଳ ସୂତକ। ସେହିପରି ମଙ୍ଗଳବାର ଦିନ କେବେ ଯାନବାହନ ଓ ଗୁରୁବାର ଜମି ବିକ୍ରି କରିବା କଥା ନୁହେଁ।

Related story