ହାଡ଼ଫୁଟି ହେଲେ ଠାକୁରାଣୀ ସବାର ହୁଅନ୍ତି: ଏପରି କାହିଁକି କୁହାଯାଏ ଜାଣନ୍ତି କି ? କ'ଣ କହେ ବିଜ୍ଞାନ

ସ୍କୁଲରେ ପିଲା ନ ଆସିଲେ ସାର ସାଙ୍ଗମାନଙ୍କୁ ଛାତ୍ରର ଅନୁପସ୍ଥିତି ବିଷୟରେ ପଚାରି ବୁଝନ୍ତି। ଆଉ ପିଲା କୁହନ୍ତି ‘ସାର ତା ଦେହରେ ଠାକୁରାଣୀ ଆସିଛନ୍ତି।‘ ଅର୍ଥାତ୍ ତାକୁ ହାଡ଼ଫୁଟି ହୋଇଛି। କୌଣସି ବ୍ୟକ୍ତିଙ୍କ ଶରୀରରେ ହାଡ଼ଫୁଟି କିମ୍ବା ମିଳିମିଳା ହେଲେ ତାଙ୍କ ଦେହରେ ଠାକୁରାଣୀ ଆସିଛନ୍ତି ବୋଲି କୁହାଯାଏ। ଏକଥା ସମସ୍ତେ ଜାଣିଥିବେ ନିଶ୍ଚୟ। କିନ୍ତୁ ଏପରି କାହିଁକି କୁହାଯାଇଥାଏ ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ଜଣାଇବୁ ୟା ପଛରେ ଲୁଚି ରହିଥିବା କାରଣ। […]

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 10:45 PM IST

Sports

Latest News

ସ୍କୁଲରେ ପିଲା ନ ଆସିଲେ ସାର ସାଙ୍ଗମାନଙ୍କୁ ଛାତ୍ରର ଅନୁପସ୍ଥିତି ବିଷୟରେ ପଚାରି ବୁଝନ୍ତି। ଆଉ ପିଲା କୁହନ୍ତି 'ସାର ତା ଦେହରେ ଠାକୁରାଣୀ ଆସିଛନ୍ତି।' ଅର୍ଥାତ୍ ତାକୁ ହାଡ଼ଫୁଟି ହୋଇଛି। କୌଣସି ବ୍ୟକ୍ତିଙ୍କ ଶରୀରରେ ହାଡ଼ଫୁଟି କିମ୍ବା ମିଳିମିଳା ହେଲେ ତାଙ୍କ ଦେହରେ ଠାକୁରାଣୀ ଆସିଛନ୍ତି ବୋଲି କୁହାଯାଏ। ଏକଥା ସମସ୍ତେ ଜାଣିଥିବେ ନିଶ୍ଚୟ। କିନ୍ତୁ ଏପରି କାହିଁକି କୁହାଯାଇଥାଏ ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ଜଣାଇବୁ ୟା ପଛରେ ଲୁଚି ରହିଥିବା କାରଣShitala-Mata

ହାଡ଼ଫୁଟିର ଇଂରାଜୀ ନାମ ହେଉଛି ଚିକେନ୍‌ ପକ୍ସ। ଏହି ରୋଗକୁ ଶୀତଳା ମାତାଙ୍କ ସହିତ ଯୋଡ଼ା ହୋଇଛି। ଶୀତଳା ମାତା ମା' ଦୂର୍ଗାଙ୍କ ଅବତାର ବୋଲି କୁହାଯାଏ। ଚିକେନ୍‌ପକ୍ସ ହେଲେ ଶରୀରେ ଜ୍ୱଳନ ହୋଇଥାଏ। ଏହି ସମୟରେ ଶରୀରକୁ ଥଣ୍ଡା ରଖିବା ପାଇଁ ମାଙ୍କୁ ପୂଜା କରାଯାଇଥାଏ। ମା' ସନ୍ତୁଷ୍ଟ ହେଲେ ଶୀରରକୁ ଶୀତଳତା ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି

ଚିକିତ୍ସା ବିଜ୍ଞାନ ଅନୁସାରେ ୯୦ ଦଶକ ପର୍ଯ୍ୟନ୍ତ ହାଡ଼ଫୁଟି ରୋଗ ପାଇଁ କୌଣସି ଟୀକାକରଣ ହେଉନଥିଲା। ରୋଗକୁ ଭଲ କରିବା ପାଇଁ କିଛି ବିଦ୍ୱାନ ଘରୋଇ ଚିକିତ୍ସା ପଦ୍ଧତି ଆପଣାଇବାକୁ ପରାମର୍ଶ ଦେଇଥିଲେ। କ୍ରମେ ଏହା ଭଗବାନଙ୍କ ସହ ଯୋଡ଼ି ହୋଯାଇଥିଲା। ଆଜି ପର୍ଯ୍ୟନ୍ତ ଏହି ରୋଗ ପାଇଁ ସଠିକ କୌଣସି ଔଷଧ ବାହାରି ପାରିନାହିଁ। ଏଥିପାଇଁ କେବଳ କିଛି ଏଣ୍ଟିଭାଇରାଲ ଔଷଧ ଦିଆଯାଇଥାଏ। ଯେପରି କୌଣସି ସଂକ୍ରମଣ ନ ହେଉ ସେଥିପାଇଁ ନିମ୍ବ ପତ୍ରର ବ୍ୟବହାର କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story