କାହିଁକି ଶୁଭ ୭୮୬ ସଂଖ୍ୟା? କ’ଣ ଏହାର ରହସ୍ୟ?

୭୮୬ ସଂଖ୍ୟାକୁ ନେଇ ଅନେକ ଲୋକ ଭାରି ଯତ୍ନଶୀଳ। ଏହି ନମ୍ବର ଥାଇ ମୋବାଇଲ ନମ୍ବର, ଗାଡ଼ି ନମ୍ବର ଏମିତିକି ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ତିଆରି କରିବାକୁ ଅନେକେ ଚାହାଁନ୍ତି। ଏମିତିକି ଯଦି ଟଙ୍କାରେ ଏହି ୭୮୬ ନମ୍ବର ଲେଖା ଯାଇଥାଏ, ତାହେଲେ ଏହାକୁ ଖର୍ଚ୍ଚ ନ କରି ଯତ୍ନରେ ସାଇତି ରଖନ୍ତି। ଇସଲାମ ଧର୍ମରେ ଏହି ସଂଖ୍ୟାକୁ ଶୁଭ ବୋଲି କୁହାଯାଏ। କେବଳ ଇସଲାମ ନୁହେଁ ହିନ୍ଦୁ ଧର୍ମରେ ବି ଏହି ସଂଖ୍ୟାକୁ ବେଶ୍ […]

786

786

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 01:17 PM IST

Sports

Latest News

୭୮୬ ସଂଖ୍ୟାକୁ ନେଇ ଅନେକ ଲୋକ ଭାରି ଯତ୍ନଶୀଳ। ଏହି ନମ୍ବର ଥାଇ ମୋବାଇଲ ନମ୍ବର, ଗାଡ଼ି ନମ୍ବର ଏମିତିକି ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ତିଆରି କରିବାକୁ ଅନେକେ ଚାହାଁନ୍ତି। ଏମିତିକି ଯଦି ଟଙ୍କାରେ ଏହି ୭୮୬ ନମ୍ବର ଲେଖା ଯାଇଥାଏ, ତାହେଲେ ଏହାକୁ ଖର୍ଚ୍ଚ ନ କରି ଯତ୍ନରେ ସାଇତି ରଖନ୍ତି। ଇସଲାମ ଧର୍ମରେ ଏହି ସଂଖ୍ୟାକୁ ଶୁଭ ବୋଲି କୁହାଯାଏ। କେବଳ ଇସଲାମ ନୁହେଁ ହିନ୍ଦୁ ଧର୍ମରେ ବି ଏହି ସଂଖ୍ୟାକୁ ବେଶ୍ ଗୁରୁତ୍ୱ ଦିଆଯାଏ। ତେବେ କାହିଁକି ଏହି ନମ୍ବରକୁ ସମସ୍ତେ ପସନ୍ଦ କରନ୍ତି ଆସନ୍ତୁ ଜାଣିବା।

ଅଙ୍କ ଜ୍ୟୋତିଷରେ ୭କୁ କେତୁ ଅଙ୍କ ବୋଲି କୁହାଯାଇଥାଏ। ଏହା ପୁରୁଷର ପୌରୁଷ ଓ ବୀର୍ଯ୍ୟର ସ୍ଥିତି ଦର୍ଶାଇଥାଏ। ସେହିଭଳି ୮କୁ ଶନି ଦେବତାଙ୍କ ଅଙ୍କ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନପୁଂସକ ଗ୍ରହ କୁହାଯାଇଥିଲେ ମଧ୍ୟ ଏହି ସଂଖ୍ୟା ପୁରଷ ଓ ସ୍ତ୍ରୀ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ୬ ନମ୍ବରକୁ ଶୁକ୍ର ଗ୍ରହର ସଂଖ୍ୟା ବୋଲି କୁହାଯାଏ। ଯାହା ଜନ୍ମଦାତ୍ରୀ ଶକ୍ତି ନାରୀକୁ ସୃଷ୍ଟି କରିଥାଏ। ମୋଟା ମୋଟି କହିବାକୁ ଗଲେ ଏହି ସଂଖ୍ୟାକୁ ଶିବ ଓ ଶକ୍ତିଙ୍କ ବରଦାନ ବୋଲି କୁହାଯାଏ।

ମୁସଲମାନ ଧର୍ମ ପାଇଁ କାହିଁକି ପବିତ୍ର ହୋଇଥାଏ ୭୮୬ ସଂଖ୍ୟା

୭୮୬ ନମ୍ବରକୁ ମୁସଲମାନ ଭାଇ ଭଉଣୀମାନେ ଭଗବାନଙ୍କ ସଂଖ୍ୟା ବୋଲି ବିଶ୍ୱାସ କରିଥାନ୍ତି। ଆରବୀ କିମ୍ବା ଉର୍ଦ୍ଦୁରେ ଅଲ୍ଲାହଙ୍କ ନାଁ ବିସମିଲ୍ଲାହ-ଇର-ରହମାନ-ଇର-ରହିମ୍ ଲେଖିଲେ ଯୋଗ ସଂଖ୍ୟା ୭୮୬ ହୋଇଥାଏ ବୋଲି କୁହାଯାଇଥାଏ। ଏହି ସଂଖ୍ୟା ଅଲ୍ଲାହଙ୍କ ସହିତ ଜଡ଼ିତ ଥିବାରୁ ଇସଲାମରେ ଏହାକୁ ପବିତ୍ର ସଂଖ୍ୟା ବୋଲି ବିଶ୍ୱାସ କରାଯାଏ। ଏହି ସଂଖ୍ୟାକୁ ଅଲ୍ଲାହଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। ଇସଲାମରେ ଏହି ସଂଖ୍ୟାକୁ ଏକତା, ପବିତ୍ରତା ଓ ସୌଭାଗ୍ୟର ପ୍ରତୀକ କୁହାଯାଏ। କୌଣିସ କାର୍ଯ୍ୟ କରିବା ପୂର୍ବରୁ ଏହି ସଂଖ୍ୟା ଜପିଲେ ସଫଳତା ମିଳିଥାଏ ବୋଲି ଇସଲାମରେ ଧର୍ମରେ ବିଶ୍ୱାସ କରାଯାଏ।

ଆହୁରି ମଧ୍ୟ ପଢନ୍ତୁ: କାହିଁକି ୯ ନଭେମ୍ବର ବହୁତ ଖାସ୍? ଜାଣନ୍ତୁ କେଉଁ ରାଶିର ଲୋକଙ୍କ ସହିତ କ’ଣ ହୋଇପାରେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story