ରାତିରେ ଲୋକେ ବାଉଳିଚାଉଳି କଣ ପାଇଁ ହୁଅନ୍ତି, କ’ଣ ରହିଛି ମୁଖ୍ୟ କାରଣ

ଅଧିକାଂଶ ଲୋକେ ରାତିରେ ଶୋଇବା ସମୟରେ ନିଦରେ ଏପଟସେପଟ ହୁଅନ୍ତି। ରାତିରେ ସ୍ୱପ୍ନ ଦେଖିବା ସମୟରେ ନିଦରେ କଥା ହେବା ସହ ବାଉଳିଚାଉଳି ହୋଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଲୋକେ ନିଦ ସମୟରେ କଣ ପାଇଁ ବାଉଳିଚାଉଳି ହୋଇଥାନ୍ତି। ନିଦରେ କଥା ହେବା ଅବା ଗପିବା ପେରୋସୋମୋନିଆ ଭଳି ସମସ୍ୟାକୁ ବୁଝାଏ। ଏହାର ଅର୍ଥ ଶୋଇବା ସମୟରେ ଅସ୍ୱାଭାବିକ ବ୍ୟବହାର କରିବା। ତେବେ ଏହାକୁ ରୋଗର ରୂପ ଦିଆଯାଇହେବ ନାହିଁ। ଯଦି କୌଣସି ବ୍ୟକ୍ତି ନିଦ୍ରାରେ […]

630-06722655

630-06722655

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 07:12 PM IST

Sports

Latest News

ଅଧିକାଂଶ ଲୋକେ ରାତିରେ ଶୋଇବା ସମୟରେ ନିଦରେ ଏପଟସେପଟ ହୁଅନ୍ତି। ରାତିରେ ସ୍ୱପ୍ନ ଦେଖିବା ସମୟରେ ନିଦରେ କଥା ହେବା ସହ ବାଉଳିଚାଉଳି ହୋଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଲୋକେ ନିଦ ସମୟରେ କଣ ପାଇଁ ବାଉଳିଚାଉଳି ହୋଇଥାନ୍ତି।

ନିଦରେ କଥା ହେବା ଅବା ଗପିବା ପେରୋସୋମୋନିଆ ଭଳି ସମସ୍ୟାକୁ ବୁଝାଏ। ଏହାର ଅର୍ଥ ଶୋଇବା ସମୟରେ ଅସ୍ୱାଭାବିକ ବ୍ୟବହାର କରିବା। ତେବେ ଏହାକୁ ରୋଗର ରୂପ ଦିଆଯାଇହେବ ନାହିଁ। ଯଦି କୌଣସି ବ୍ୟକ୍ତି ନିଦ୍ରାରେ ଚିତ୍କାର କରେ କିମ୍ୱା ବାଡେଇଛାଟେଇ ହୁଏ ତେବେ ଏହା ଡିମେନ୍‌ସିୟା ତଥା ନିଦ୍ରା ଜନିତ ରୋଗ। ହେଲେଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।

ନିଦରେ କଥା ହେବା କିମ୍ୱା ବାଉଳିଚାଉଳି ହେବା ପଛରେ ମୁଖ୍ୟ କାରଣ ହେଉଛି ଚିନ୍ତା। ମାନସିକ ଚିନ୍ତାରେ ରହୁଥିବା ଲୋକଙ୍କୁ ଏହି ସମସ୍ୟା ଦେଖାଦେଇଥାଏ। ଚିନ୍ତା ଦୂର ପାଇଁ ଆପଣ ପଢାପଢି କରିପାରିବେ । ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ। ଏହାଛଡା ଔଷଧର ପାର୍ଶ୍ୱପ୍ରତିକ୍ରିୟା , ମାନସିକ ରୋଗ କାରଣରୁ ଲୋକେ ରାତିରେ ବାଉଳି ଚାଉଳି ହୋଇଥାନ୍ତି।

କିପରି କରିବେ ପ୍ରତିକାର

ଏଥିପାଇଁ ନିଦ ପୁରା ହେବା  ଜରୁରୀ । ରାତିରେ ଠିକ୍‌ ସମୟରେ ଶୋଇ ଠିକ୍‌ ସମୟରେ ଉଠିବା ଦ୍ୱାରା ଏପରି ସମସ୍ୟା ଦୂର ହୁଏ।

ବ୍ୟାୟାମ

ଅନେକଥର ଶରୀରରେ ରକ୍ତସଞ୍ଚାଳନ ସଠିକ୍‌ ଭାବେ ନହେବା କାରଣରୁ ନିଦରେ ବାଉଳିଚାଉଳି ହେବା ଦେଖାଦିଏ। ଏଥିପାଇଁ ଯୋଗ ବ୍ୟାୟାମ କରନ୍ତୁ।

ମଧୁର ଗୀତ ଶୁଣନ୍ତୁ

ଗୀତ ମୁଣ୍ଡକୁ ଶାନ୍ତ ରଖେ। ଏହା ଚିନ୍ତା ଦୂର କରିବାରେ ମଧ୍ୟ ସହାୟକ ହୁଏ। ଶୋଇବା ପୂର୍ବରୁ ମଧୁର ଗୀତ ଶୁଣନ୍ତୁ। ଏହାଦ୍ୱାରା ରାତିରେ ଭଲ ନିଦ ହେବା ସହ ଉପୋରକ୍ତ ସମସ୍ୟା ଦୂର ହୋଇଥାଏ।

[caption id="attachment_240574" align="alignnone" width="671"] ମନୋବିଜ୍ଞାନୀକଙ୍କ ସହ ସଂପର୍କ କରନ୍ତୁ[/caption]

ନିୟମିତ ଭାବେ ଏପରି ସମସ୍ୟାର ସମ୍ମୁଖୀନ ମନୋବିଜ୍ଞାନୀଙ୍କ ପରାମର୍ଶ ନେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story