ମଦ ପାଇଁ ମରାମରି: ଭାଟି ଭାଙ୍ଗିଲେ, ପୋଲିସ୍‌କୁ ଟେକାପଥର ଫିଙ୍ଗିଲେ

Ordigital Desk
  • Published: Monday, 23 October 2017
  • , Updated: 23 October 2017, 05:33 PM IST
<p>ବାରିପଦା(ଓଡ଼ିଶା ରିପୋର୍ଟର): ମଦ ବିରୋଧରେ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ସକାଳେ ମହିଳାମାନେ ଭାଙ୍ଗୁ ଥିଲେ। ଏହାକୁ ପୋଲିସ ବିରୋଧ କରିବାରୁ ଖଣ୍ଡଯୁଦ୍ଧ ହୋଇଥିଲା। ଫଳରେ ଏସ୍&zwnj;ଡିପିଓଙ୍କ ସମେତ ୮ ଜଣ ଆହତ ହୋଇଥିଲେ।</p> <p>ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ମୂଷାମାରି ଗାଁର ମଦଭାଟି ଉଚ୍ଛେଦ ଦାବିରେ ଆଜି ଶତାଧିକ ମହିଳା ମଦଭାଟି ପରିସରରେ ଭଙ୍ଗାରୁଜା କରିଥିଲେ। ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଉତ୍ତ୍ୟକ୍ତ ମହିଳାମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ। ଫଳରେ ଏସ୍&zwnj;ଡିପିଓଙ୍କ ସମେତ ୫ ପୋଲିସ୍&zwnj; କର୍ମଚାରୀ ଆହତ ହୋଇଥିଲେ। ଏପରିକି ୩ ମହିଳା ଆହତ ମଧ୍ୟ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।<br /> &lt;blockquote class=&quot;twitter-video&quot; data-lang=&quot;en&quot;&gt;&lt;p lang=&quot;or&quot; dir=&quot;ltr&quot;&gt;ମଦ ପାଇଁ ମରାମରି: ଭାଟି ଭାଙ୍ଗିଲେ, ପୋଲିସ୍&zwnj;କୁ ଟେକାପଥର ଫିଙ୍ଗିଲେ &lt;a href=&quot;&quot;&gt;#Odisha&lt;/a&gt; &lt;a href=&quot;https://twitter.com/hashtag/Baripada?src=hash&amp;amp;ref_src=twsrc%5Etfw&quot;&gt;#Baripada&lt;/a&gt; &lt;a href=&quot;https://t.co/yXlCDGjv0Z&quot;&gt;pic.twitter.com/yXlCDGjv0Z&lt;/a&gt;&lt;/p&gt;&amp;mdash; Odisha Reporter (@OdishaReporter) &lt;a href=&quot;https://twitter.com/OdishaReporter/status/922433567975550977?ref_src=twsrc%5Etfw&quot;&gt;October 23, 2017&lt;/a&gt;&lt;/blockquote&gt;<br /> &lt;script async src=&quot;//platform.twitter.com/widgets.js&quot; charset=&quot;utf-8&quot;&gt;&lt;/script&gt;</p>

Related story