ଦୁଷ୍କର୍ମକାରୀଙ୍କୁ ଦେଲେ ଏମିତି ଦଣ୍ଡ

ନୂଆଦିଲ୍ଲୀ: ୟେମେନ୍‌ରେ ଜଣେ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ୩ ଦୋଷୀଙ୍କୁ ଏମିତି ଦଣ୍ଡ ଦିଆଯାଇଛି, ଯାହା ବିବାଦୀୟ ହେବାରେ ଲାଗିଛି। ହେଲେ ସେଠିକାର ସରକାର ଏପରି ଦଣ୍ଡ ସପକ୍ଷରେ ଯୁକ୍ତି ବାଢ଼ିବା ସହ ଏହାଦ୍ୱାରା ଦୁବୃର୍ତ୍ତମାନେ ଦୁଷ୍କର୍ମ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ବୋଲି କହିଛନ୍ତି। ୟେମେନ୍‌ର ରାଜଧାନୀରେ ପ୍ରଥମେ ଏହି ଦୁଷ୍କର୍ମକାରୀମାନଙ୍କୁ ରାସ୍ତାକୁ ଅଣାଯାଇଥିଲା। ସେମାନଙ୍କୁ ଏକ ଚାଦର ଉପରେ ବସାଇ ଦିଆଯାଇଥିଲା। ତା’ପରେ ସେମାନଙ୍କ ଛାତିକୁ ଲକ୍ଷ୍ୟ କରି […]

crime

crime

Ordigital Desk
  • Published: Friday, 10 August 2018
  • Updated: 10 August 2018, 02:13 PM IST

Sports

Latest News

ନୂଆଦିଲ୍ଲୀ: ୟେମେନ୍‌ରେ ଜଣେ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ୩ ଦୋଷୀଙ୍କୁ ଏମିତି ଦଣ୍ଡ ଦିଆଯାଇଛି, ଯାହା ବିବାଦୀୟ ହେବାରେ ଲାଗିଛି। ହେଲେ ସେଠିକାର ସରକାର ଏପରି ଦଣ୍ଡ ସପକ୍ଷରେ ଯୁକ୍ତି ବାଢ଼ିବା ସହ ଏହାଦ୍ୱାରା ଦୁବୃର୍ତ୍ତମାନେ ଦୁଷ୍କର୍ମ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ବୋଲି କହିଛନ୍ତି।

99

ୟେମେନ୍‌ର ରାଜଧାନୀରେ ପ୍ରଥମେ ଏହି ଦୁଷ୍କର୍ମକାରୀମାନଙ୍କୁ ରାସ୍ତାକୁ ଅଣାଯାଇଥିଲା। ସେମାନଙ୍କୁ ଏକ ଚାଦର ଉପରେ ବସାଇ ଦିଆଯାଇଥିଲା। ତା’ପରେ ସେମାନଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା।  ଏହାପରେ ସେମାନଙ୍କ ମୃତଦେହକୁ ଏକ କ୍ରେନ୍‌ରେ ଝୁଲାଇ ଦିଆଯାଇଥିଲା। ଏପରି କରି ସରକାର ଦୁଷ୍କର୍ମ ପରି ଅପରାଧ କଲେ କିପରି ଦଣ୍ଡ ମିଳିଥାଏ ତାହା ଦେଖାଇବାକୁ ଚାହିଁଛନ୍ତି।

ତେବେ ୟେମେନ ସରକାରଙ୍କ ଏପରି ଦଣ୍ଡବିଧାନ ପରେ କିଛି ଦେଶରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏପରି ଦଣ୍ଡ କେତେଦୂର ଗ୍ରହଣୀୟ ତାକୁ ନେଇ ଭିନ୍ନ ଭିନ୍ନ ମତ ଆସିବାରେ ଲାଗିଛି। କିଛି ଲୋକ ଏହାକୁ ଦୃଢ଼ ବିରୋଧ କରିଥିବା ବେଳେ କିଛି ଲୋକ ଖୋଲା ସମର୍ଥନ ଜଣାଇଛନ୍ତି। ସମର୍ଥନ କରିଥିବା ଲୋକଙ୍କ ମତରେ ଏପରି ଦଣ୍ଡ ଦିଆଯିବା ଉଚିତ୍‌ ନ୍ୟାୟ। ଏହାଦ୍ୱାରା ଏପରି ଜଘନ୍ୟ ଅପରାଧ କରିବା ପୂର୍ବରୁ ଲୋକେ ଶହେ ଥର ଚିନ୍ତା କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story