ରୋଗମୁକ୍ତ ରହିବାକୁ ଚାହୁଁଛନ୍ତି କି? ଆପଣାଇପାରିବେ ଏହି ସବୁ ଉପାୟ

କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏହା ଠିକ୍‌ ରହିଲେ ସବୁ ଠିକ୍‌। ବେଳେବେଳେ ଦେଖାଯାଏ ଗୋଟିଏ ଗୋଟିଏ ପରିବାରରୁ ରୋଗବାଗ ଆଦୌ ଛାଡ଼ି ଯାଏ ନାହିଁ। ଯେମିତି ହେଲେ ଜଣେ ସଦସ୍ୟ ସବୁବେଳେ ରୋଗରେ ପଡ଼ନ୍ତି। ଅନେକ ଉପଚାର ପରେ ମଧ୍ୟ ଉଚିତ ଫଳ ମିଳିନଥାଏ। ଆପଣଙ୍କ ପରିବାରରେ ସେମିତି କିଛି ସମସ୍ୟା ଅଛି କି? ଏହାର ଉପଚାର ଜ୍ୟୋତିଷ ଶାସ୍ତ୍ର ଅନୁସାରେ କରାଯାଇପାରେ। ଶରୀରକୁ ରୋଗମୁକ୍ତ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ଉପାୟ ରହିଛି। […]

astrology

astrology

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 11:07 AM IST

Sports

Latest News

କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏହା ଠିକ୍‌ ରହିଲେ ସବୁ ଠିକ୍‌। ବେଳେବେଳେ ଦେଖାଯାଏ ଗୋଟିଏ ଗୋଟିଏ ପରିବାରରୁ ରୋଗବାଗ ଆଦୌ ଛାଡ଼ି ଯାଏ ନାହିଁ। ଯେମିତି ହେଲେ ଜଣେ ସଦସ୍ୟ ସବୁବେଳେ ରୋଗରେ ପଡ଼ନ୍ତି। ଅନେକ ଉପଚାର ପରେ ମଧ୍ୟ ଉଚିତ ଫଳ ମିଳିନଥାଏ। ଆପଣଙ୍କ ପରିବାରରେ ସେମିତି କିଛି ସମସ୍ୟା ଅଛି କି? ଏହାର ଉପଚାର ଜ୍ୟୋତିଷ ଶାସ୍ତ୍ର ଅନୁସାରେ କରାଯାଇପାରେ। ଶରୀରକୁ ରୋଗମୁକ୍ତ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ଉପାୟ ରହିଛି। ବିଶ୍ୱାସ କରାଯାଏ ଏହି ଉପାୟ ଗୁଡ଼ିକ ଅବଲମ୍ୱନ କଲେ ରୋଗମୁକ୍ତ ଜୀବନ ବିତାଇ ହେବ। ଆସନ୍ତୁ ସେହି ଉପାୟଗୁଡ଼ିକ ମଧ୍ୟରୁ କେତୋଟି ସଂପର୍କରେ ଜାଣିବା।

  • କମ୍ପନ ରୋଗ ଥିଲେ କୌଣସି ପୁଷ୍ୟ ନକ୍ଷେତ୍ର ଦିନ ତେନ୍ତୁଳି ଗଛର ଚେର ଆଣି ଡାହାଣ ହାତରେ ବାନ୍ଧିଲେ ଏହା ଦୂର ହୁଏ।
  • ଅପମାରଙ୍ଗ ଗଛର ଡାଳର ଚୂର୍ଣ୍ଣରେ ଦାନ୍ତ ସଫା କରିବା ଦ୍ୱାରା ସମସ୍ତ ଦାନ୍ତ ରୋଗ ଦୂର ହୋଇଥାଏ।
  • ପରିବାରରେ କେହି ବେମାର ରହୁଥିଲେ ଶୁକ୍ଲପକ୍ଷ ଗୁରୁବାର ଦିନ ଅଟା ଗୁଳାରେ ଚଣା ଡାଲି, ଗୁଡ଼, କଳା ହଳଦୀ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।
  • ଷୋହଳ ଦାନ୍ତ ଥିବା ହଳଦିଆ କଉଡିକୁ କଣା କରି ବାନ୍ଧିଲେ ପାଦର ଯେକୌଣସି ରୋଗ ଦୂର ହୋଇଥାଏ।
  • ନିଦ ଆସୁନଥିଲେ ଧଳା କାଇଁଚକୁ ତକିଆ ତଳେ ରଖି ଶୁଅନ୍ତୁ।
  • ଛୋଟ ଛୋଟ ପିଆଜ ଗଳାରେ ଧାରଣ କଲେ ପ୍ଲୀହା ରୋଗର ଦମନ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story