ନବୀନ ନିବାସ ଆଗରେ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ। ଯୁବକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଗଡବାନ୍ଧଗୋଡ଼ା ଗ୍ରାମର ସୁଶୀଲ କୁମାର ଚକ୍ର। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନାର ଲାଭ ପାଉ ନ ଥିବାରୁ ସେ ନବୀନ ନିବାସ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ। ପୋଲିସ ତୁରନ୍ତ ତାଙ୍କୁ କାବୁ କରିବା ସହ ନିଜ ହେପାଜତକୁ ନେଇଛି।

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 05:18 PM IST

Related story