୩ ମାସ ଭିତରେ ପୂରଣ ହେବ ମନସ୍କାମନା

Ordigital Desk
  • Published: Friday, 11 May 2018
  • , Updated: 11 May 2018, 12:11 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତଙ୍କର କିଛି ନା କିଛି ମନସ୍କାମନା ଥାଏ। ଯାହାକୁ ପୂରଣ କରିବା ପାଇଁ ଲୋକମାନେ ପରିଶ୍ରମ କରନ୍ତି। କିଛି ଲୋକ ଅଛନ୍ତି ମନସ୍କାମନା ପୂରଣ ପାଇଁ ପୂଜାପାଠ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମନସ୍କାମନା ପୂରଣ କରିବାର ଏକ ସହଜ ଉପାୟ ରହିଛି। ଗୁରୁବାରେ ସୂର୍ଯ୍ୟାସ୍ତ ପରେ ଘର କାନ୍ଥରେ ଝିଟିପିଟି ଦେଖିଲେ ଠାକୁର ଘରୁ କିଛି ଅରୁଆ ଚାଉଳ ଆଣନ୍ତୁ। ହାତରେ ସେହି ଚାଉଳ ଧରି କିଛି ମାନସିକ କରନ୍ତୁ। ତାପରେ ସେହି ଚାଉଳକୁ ଝିଟିପିଟି ଉପରକୁ ଫିଙ୍ଗି ଦିଅନ୍ତୁ। ଦେଖିବେ ୩ ମାସ ଭିତରେ ଯାହା ମନାସିଥିବେ ତାହା ପୂରଣ ହେବ। (ଦେଖନ୍ତୁ ଭିଡିଓ )</p>

Related story