ଲୁଙ୍ଗିର ଦାମ୍ ୫ ହଜାର ୭୦୦ ଟଙ୍କା: ଜାଣନ୍ତୁ କାହିଁକି?

ଦେଶୀ ଜିନିଷରେ ବିଦେଶୀ ରଙ୍ଗ। ଅର୍ଥାତ ଦେଶୀ ପୋଷାକକୁ ବିଦେଶୀ ଷ୍ଟାଇଲ୍‌ରେ ପରିଧାନ। ଏମିତି କିଛି ଫ୍ୟାସନ୍‌ ଆରମ୍ଭ କରିଛି ନାମିଦାମୀ ବ୍ରାଣ୍ଡ ‘ଜାରା ‘। ଝିଅ ମାନଙ୍କ ପରିଧାନ ପାଇଁ ଏମିତି ଏକ ସ୍କଟ୍ ତିଆରି ହୋଇଛି ଯାହା ଦେଖିବାକୁ ପୂରା ‘ଲୁଙ୍ଗି’ ପରି। ପୂର୍ବରୁ ଲୁଙ୍ଗି ପୁରୁଷ ମାନଙ୍କର ପାରମ୍ପରିକ ପୋଷାକ ଥିଲା। ଆଧୁନିକୀକରଣ ପ୍ରଭାବରେ ପୁଅମାନେ ଲୁଙ୍ଗିଠୁ ଦୂରେଇ ଯାଇଥିଲେ। ଲୁଙ୍ଗିକୁ ସେମାନେ ଓଲ୍ଟ ଫ୍ୟାସନ୍‌ କହୁଛନ୍ତି। ହେଲେ ଏହି ଓଲ୍ଡ ଫ୍ୟାସନ୍‌କୁ […]

lungi image

lungi image

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 03:47 PM IST

Sports

Latest News

ଦେଶୀ ଜିନିଷରେ ବିଦେଶୀ ରଙ୍ଗ। ଅର୍ଥାତ ଦେଶୀ ପୋଷାକକୁ ବିଦେଶୀ ଷ୍ଟାଇଲ୍‌ରେ ପରିଧାନ। ଏମିତି କିଛି ଫ୍ୟାସନ୍‌ ଆରମ୍ଭ କରିଛି ନାମିଦାମୀ ବ୍ରାଣ୍ଡ 'ଜାରା '। ଝିଅ ମାନଙ୍କ ପରିଧାନ ପାଇଁ ଏମିତି ଏକ ସ୍କଟ୍ ତିଆରି ହୋଇଛି ଯାହା ଦେଖିବାକୁ ପୂରା 'ଲୁଙ୍ଗି' ପରି। ପୂର୍ବରୁ ଲୁଙ୍ଗି ପୁରୁଷ ମାନଙ୍କର ପାରମ୍ପରିକ ପୋଷାକ ଥିଲା। ଆଧୁନିକୀକରଣ ପ୍ରଭାବରେ ପୁଅମାନେ ଲୁଙ୍ଗିଠୁ ଦୂରେଇ ଯାଇଥିଲେ। ଲୁଙ୍ଗିକୁ ସେମାନେ ଓଲ୍ଟ ଫ୍ୟାସନ୍‌ କହୁଛନ୍ତି। ହେଲେ ଏହି ଓଲ୍ଡ ଫ୍ୟାସନ୍‌କୁ  ନୂଆ ଲୁକ୍‌ ଦେଇ ବଜାରକୁ ଆଣିଛି ଜାରା। ଝିଅମାନଙ୍କ ପାଇଁ ତିଆରି ହୋଇଥିବା ଏହି ଲୁଙ୍ଗିର ଦାମ୍ ୮୯.୯୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ହଜାର ୭୦୦ଟଙ୍କା। ଜାରା ଲୁଙ୍ଗିକୁ ସ୍କଟ୍‌ର ରୂପ ଦେଇଛି।

ଏହି ସ୍କଟ୍ ବିଷୟରେ ଜାରା ଟିମ୍‌ କହିଛି  "ଏହା ଏକ ଫୋଲ୍ଡିଂ ସ୍କଟ୍। ଏହାକୁ ଆଗପଟୁ ଫୋଲ୍ଡ କରାଯାଇଛି। ଏଥିରେ ଚେନ୍‌ ମଧ୍ୟ ଲାଗିଛି। ଏହା ପିନ୍ଧିବା ପାଇଁ ବେଶ୍ ଆରାମଦାୟକ "। ଏହି ସ୍କଟ୍‌କୁ ନେଇ ଟ୍ୱିଟରରେ ଜୋର ଚର୍ଚ୍ଚା ଚାଲିଛି। 'ଲୁଙ୍ଗି ସ୍କଟ୍'କୁ ଗ୍ରହଣ କରିପାରି ନାହାଁନ୍ତି କିଛି ଲୋକ। 'ଜାରା'ର ଏହି ସ୍କଟ୍ ଡିଜାଇନ୍‌କୁ ଟ୍ରୋଲ୍‌ କରିଛନ୍ତି ଟ୍ୱିଟର ବ୍ୟବହାରକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story