ଏହି ରାଶିର ବ୍ୟକ୍ତି ୩୦ବର୍ଷ ପୂର୍ବରୁ ହୋଇପାରିବେ ଧନୀ

ଧନୀ ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ। କେତେକ ଲୋକ ଜନ୍ମରୁ ଧନୀ ହୋଇଥାନ୍ତି ତ କେତେକ ଲୋକ ଧନୀ ହେବା ପାଇଁ କଠିନରୁ କଠିନ ପରିଶ୍ରମ କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ବ୍ୟକ୍ତି ଧନୀ ହେବା ତା’ର ରାଶି ଉପରେ ନିର୍ଭର କରିଥାଏ। କିଛି ରାଶିର ଲୋକ ଅଧିକ ରୋଜଗାର କରିବା ପାଇଁ  କଠିନ ପରିଶ୍ରମ କରୁଥିବା ବେଳେ ଏପରି କିଛି ରାଶିର ବ୍ୟକ୍ତି ଅଛନ୍ତି ଯେଉଁମାନେ ୩୦ ବର୍ଷ ପୂର୍ବରୁ ଧନୀ ହୋଇଥାନ୍ତି। ଆସନ୍ତୁ ଜାଣିବା ସେ […]

nn

nn

Rakesh Mallick
  • Published: Friday, 08 December 2017
  • Updated: 08 December 2017, 11:56 AM IST

ଧନୀ ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ। କେତେକ ଲୋକ ଜନ୍ମରୁ ଧନୀ ହୋଇଥାନ୍ତି ତ କେତେକ ଲୋକ ଧନୀ ହେବା ପାଇଁ କଠିନରୁ କଠିନ ପରିଶ୍ରମ କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ବ୍ୟକ୍ତି ଧନୀ ହେବା ତା’ର ରାଶି ଉପରେ ନିର୍ଭର କରିଥାଏ। କିଛି ରାଶିର ଲୋକ ଅଧିକ ରୋଜଗାର କରିବା ପାଇଁ  କଠିନ ପରିଶ୍ରମ କରୁଥିବା ବେଳେ ଏପରି କିଛି ରାଶିର ବ୍ୟକ୍ତି ଅଛନ୍ତି ଯେଉଁମାନେ ୩୦ ବର୍ଷ ପୂର୍ବରୁ ଧନୀ ହୋଇଥାନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

କନ୍ୟା:ଏହି ରାଶିର ବ୍ୟକ୍ତି ଅଧିକ ପରିଶ୍ରମୀ ହୋଇଥାନ୍ତି। କଠିନ ପରିଶ୍ରମ ଯୋଗୁଁ ଏମାନେ ଅଧିକ ଟଙ୍କା ରୋଜଗାର କରନ୍ତି। ଏମାନଙ୍କୁ ଟଙ୍କା ରୋଜଗାର କରିବାର ସମସ୍ତ ଉପାୟ ଜଣାଥାଏ। ଯେଉଁ କାମ କରିବାକୁ ଏମାନେ ମନସ୍ଥିର କରିଥାନ୍ତି ତାକୁ ପୂରା କରି ଛାଡ଼ିଥାନ୍ତି। ବଡ଼ ନିଷ୍ପତ୍ତି ବୁଝିବିଚାରି ନେଇଥାନ୍ତି। ଏଥିପାଇଁ କମ୍‌ ବୟସରୁ ଏମାନେ ଶୀଘ୍ର ଧନୀ ହୋଇଯାଇଥାନ୍ତି।

ବୃଷ: ଏହି ରାଶିର ବ୍ୟକ୍ତି ପ୍ରଭାବଶାଳୀ ଓ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି। ଏପରି ଗୁଣ ଯୋଗୁଁ ଏମାନେ ବହୁତ ଆଗକୁ ଯାଇପାରନ୍ତି। ଏମାନେ ବହୁତ ଜିଦ୍‌ଖୋର ପ୍ରକୃତିର  ମଧ୍ୟ ହୋଇଥାନ୍ତି। ଏମାନେ ଯେଉଁ କାମ କରିବାକୁ ମନ ସ୍ଥିର କରିଥାନ୍ତ ତାକୁ ପୂରା କରି ଛାଡ଼ିଥାନ୍ତି। ଏହାସହ ଏମାନେ ମଜାଳିଆ ପ୍ରକୃତିର ହୋଇଥାନ୍ତି। ବେକାର ଜନିଷରେ ଏମାନେ ସମୟ ନଷ୍ଟ କରନ୍ତି ନାହିଁ।

ବିଚ୍ଛା: ଏହି ରାଶିର ବ୍ୟକ୍ତି ଦୂରଦୃଷ୍ଟି ସମ୍ପନ୍ନ ହୋଇଥାନ୍ତି। ଏମାନଙ୍କ ଦୃଷ୍ଟିଭଙ୍ଗୀ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ। ଏମାନେ ବାରମ୍ବାର ବାରମ୍ବାର ଭୁଲ କରିଥାନ୍ତି। ପରେ ନିଜର ଭୁଲ ବୁଝି ପାରିଥାନ୍ତି। ଖରାପ ସମୟରେ କେବେ ହାର ମାନି ନ ଥାନ୍ତି। ଏମାନେ ନିଜର ବୁଦ୍ଧି  ଓ ବିବେକ ଖଟାଇ ଅଧିକ ଟଙ୍କା ରୋଜଗାର କରନ୍ତି।

 ସିଂହ: ଏମାନେ  ଆଶାବାଦୀ ହୋଇଥାନ୍ତି। ଯେଉଁଠିକି ଯାଇଥାନ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଥାନ୍ତି। ସବୁକ୍ଷେତ୍ରରେ ଏମାନେ ନେତୃତ୍ୱ ନେଇଥାନ୍ତି। ନିଜ କଥାରେ ଅନ୍ୟକୁ ବଶୀଭୂତ କରିବାର ଶକ୍ତି ଏମାନଙ୍କର ପାଖରେ ଅଛି। ନିଜ କାମ ପାଇଁ ଏମାନେ ଅନ୍ୟ ଲୋକଙ୍କୁ ବ୍ୟବହାର କରନ୍ତି। ଯେଉଁ କାମ କରନ୍ତି ସେଥିରେ ସଫଳତା ଅର୍ଜନ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story