ଅନୁଗୋଳରେ ଡମ୍ପିଂୟାର୍ଡକୁ ନେଇ ଉତ୍ତେଜନା, ୫ ଅଟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ତଳମୂଳ ଗାଁରୁ ଡମ୍ପିଂୟାର୍ଡ ହଟାଇବାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ୫ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନେପାଳି ନାଗରିକ ଓ ୪ ଜଣ ପୌର କର୍ମଚାରୀ ଅଛନ୍ତି। ଏଯାଏ ସେମାନଙ୍କୁ ପ୍ରଶାସନ ଉଦ୍ଧାର କରିପାରିନି।

m.bhanja hati

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 09:19 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ତଳମୂଳ ଗାଁରୁ ଡମ୍ପିଂୟାର୍ଡ ହଟାଇବାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ୫ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନେପାଳି ନାଗରିକ ଓ ୪ ଜଣ ପୌର କର୍ମଚାରୀ ଅଛନ୍ତି।

ଏଯାଏ ସେମାନଙ୍କୁ ପ୍ରଶାସନ ଉଦ୍ଧାର କରିପାରିନି।

Related story