ଧଳସାମନ୍ତ ଭ୍ରାତାଙ୍କ ପଲିଗ୍ରାଫ୍ ଟେଷ୍ଟ୍ ପ୍ରସଙ୍ଗ: ଆଜି କୋର୍ଟରେ ହାଜର ହେବେ ଡି’ ବ୍ରଦର୍ସ

କଟକ: ଡି’ ବ୍ରଦର୍ସଙ୍କ ପଲଗ୍ରାଫ୍ ଟେଷ୍ଟ୍‌ ହେବ ନା’ ନାହିଁ ସେ ନେଇ ଆଜି ଦୁଇ ଭାଇଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଉଭୟ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ରାଜି ନା’ ନୁହଁ ସେ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବେ। କମିଶନରେଟ୍ ପୋଲିସର ଆବେଦନ ଉପରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ସେପଟେ ଧଳସାମନ୍ତଙ୍କ ସହ ବିଭିନ୍ନ ବର୍ଗର ପ୍ରଭାବଶାଳୀ ଲୋକଙ୍କ […]

d-brothers

Rakesh Mallick
  • Published: Thursday, 11 February 2016
  • , Updated: 11 February 2016, 06:32 AM IST

କଟକ: ଡି’ ବ୍ରଦର୍ସଙ୍କ ପଲଗ୍ରାଫ୍ ଟେଷ୍ଟ୍‌ ହେବ ନା’ ନାହିଁ ସେ ନେଇ ଆଜି ଦୁଇ ଭାଇଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଉଭୟ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ରାଜି ନା’ ନୁହଁ ସେ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବେ। କମିଶନରେଟ୍ ପୋଲିସର ଆବେଦନ ଉପରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଶୁଣାଣି ଶେଷ ହୋଇଛି।

ଉଭୟ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ସେପଟେ ଧଳସାମନ୍ତଙ୍କ ସହ ବିଭିନ୍ନ ବର୍ଗର ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ଏହାର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Related story