ଆକାର ପଟେଲଙ୍କୁ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ: ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (ଏଫଇଏମଏ) ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ଏବଂ ଏହାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆକାର ପଟେଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ତଦନ୍ତକାରୀ ସଂସ୍ଥା ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଉପରେ ୫୧.୭୨ କୋଟି ଟଙ୍କା ଜରିମାନା ଲାଗୁ କରିଛି। ସେହିପରି ସଂସ୍ଥାର ପୂର୍ବତନ ସିଇଓ ଆକାର ପଟେଲଙ୍କୁ  ୧୦ କୋଟି ଟଙ୍କା ଜରିମାନା କରାଯାଇଛି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ବିରୋଧରେ ବିଦେଶୀ […]

akar

akar

Tapas Behera
  • Published: Friday, 08 July 2022
  • Updated: 08 July 2022, 08:40 PM IST

Sports

Latest News

ନୂଆଦିଲ୍ଲୀ: ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (ଏଫଇଏମଏ) ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ଏବଂ ଏହାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆକାର ପଟେଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ତଦନ୍ତକାରୀ ସଂସ୍ଥା ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଉପରେ ୫୧.୭୨ କୋଟି ଟଙ୍କା ଜରିମାନା ଲାଗୁ କରିଛି। ସେହିପରି ସଂସ୍ଥାର ପୂର୍ବତନ ସିଇଓ ଆକାର ପଟେଲଙ୍କୁ  ୧୦ କୋଟି ଟଙ୍କା ଜରିମାନା କରାଯାଇଛି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ବିରୋଧରେ ବିଦେଶୀ ଅର୍ଥ ହେରଫେର ନେଇ ଅଭିଯୋଗ ଆସିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଖୋଳତାଡ଼ ଆରମ୍ଭ କରିଥିଲା। ଅନୁମିତି ନଥିବା ସତ୍ତ୍ୱେ  ଭାରତରେ ଏନଜିଓ କାର୍ଯ୍ୟ କଳାପ ବୃଦ୍ଧି ଉଦ୍ଦେଶ୍ୟରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ବ୍ୟାପକ ପରିମାଣରେ ବିଦେଶୀ ଅର୍ଥ ଆଣି ହେରଫେର କରିଥିବା ଅଭି଼ଯୋଗ ହୋଇଛି ।

ଇଡିର ସମନ ଅନୁସାରେ ଆମ୍ନେଷ୍ଟି ଇଣ୍ଡିଆ ୨୦୧୩ରୁ ୨୦୧୮ ମଧ୍ୟରେ ଆମ୍ନେଷ୍ଟି ୟୁକେ ଠାରୁ ୫୨ କୋଟି ଟଙ୍କା ଆଣିଥିଲା। ସେତେବେଳେ ଆକାର ପଟେଲ ସିଇଓ ଥିଲେ। ଏହି ସମୟରେ ଆର୍ଥିକ ଅନିୟମିତତା ହୋଇଥିବା ଇଡି କହିଛି। ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କେନ୍ଦ୍ରୀୟ ସଂସ୍ଥା।  ଏହା ପୂର୍ବରୁ ଇଡି ଓ ଆକାର ପଟେଲଙ୍କ ମଧ୍ୟରେ ହାଇକୋର୍ଟରେ ଆଇନଗତ ଲଢେଇ ହୋଇଥିଲା। ଆକାରଙ୍କ ବିଦେଶ ଗସ୍ତକୁ ବିରୋଧ କରି ଇଡି ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା। ହେଲେ ସିବିଆଇକୁ ତାଗିଦ୍ କରିଥିଲେ କୋର୍ଟ ଏବଂ ନିଃସର୍ତ୍ତ କ୍ଷମା ମାଗିବାକୁ କହିଥିଲେ।

ହେଲେ ପରେ ହଠାତ୍ କୋର୍ଟ ତାଙ୍କ ରାୟ ଉପରେ ଷ୍ଟେ ଅର୍ଡର ଜାରି କରିଥିଲେ ଏବଂ ଆକାର ପଟେଲ୍‌ଙ୍କର ବିଦେଶ ଗସ୍ତ ଉପରେ ରହିତାଦେଶ ଜାରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story