ମହାମାରୀ କରୋନାରୁ ୨୨୪୮ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୨୪୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୩୨୬୬୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2248 Covid patients have recovered and are being discharged on 19.07.2021 450 from Khordha284 from Cuttack163 from Jajapur161 from Mayurbhanj150 from Baleswar138 from Bhadrak124 from Puri108 from […]

Corona

Corona

Manoranjan Sial
  • Published: Monday, 19 July 2021
  • Updated: 19 July 2021, 10:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୨୪୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୩୨୬୬୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1417120701807427590?s=20

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୫୦ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି କଟକରୁ ୨୮୪, ଯାଜପୁରରୁ ୧୬୩, ମୟୂରଭଞ୍ଜରୁ ୧୬୧, ବାଲେଶ୍ୱରରୁ ୧୫୦, ଭଦ୍ରକରୁ ୧୩୮, ପୁରୀରୁ ୧୨୪, ଜଗତସିଂହପୁରରୁ ୧୦୮, ଅନୁଗୋଳରୁ ୯୨, ସୁନ୍ଦରଗଡ଼ରୁ ୮୭, ନୟାଗଡ଼ରୁ ୭୮, ଢେଙ୍କାନାଳରୁ ୭୧, କେନ୍ଦୁଝରରୁ ୫୭, ମାଲକାନଗିରିରୁ ୩୨, ରାୟଗଡ଼ାରୁ ୨୮, କେନ୍ଦ୍ରାପଡ଼ାରୁ ୨୭, କନ୍ଧମାଳରୁ ୨୭, କୋରାପୁଟରୁ ୨୪, ବରଗଡ଼ରୁ ୧୦, ସମ୍ୱଲପୁରରୁ ୧୦, କଳାହାଣ୍ଡିରୁ ୯, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ସୋନପୁରରୁ ୬, ବୌଦ୍ଧରୁ ୫, ଦେବଗଡ଼ରୁ ୫, ଝାରସୁଗୁଡ଼ାରୁ ୫, ଗଜପତିରୁ ୪, ନୂଆପଡ଼ାରୁ ୪, ବଲାଙ୍ଗିରିରୁ ଜଣେ ଓ ଷ୍ଟେଟ୍‌ ପୁଲରୁ ୭୬ ଜଣ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1417120729028435985?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story