ମେନେ ପ୍ୟାରକିୟାର ନାୟିକା ଭାଗ୍ୟଶ୍ରୀ ଖୋଲିଲେ ରାଜ:କାହିଁକି ବାଏ ବାଏ କରିଥିଲେ ବଲିଉଡ୍‌କୁ

ମୁମ୍ବାଇ: ଚୁଲବୁଲି ନାୟିକା ଭାଗ୍ୟଶ୍ରୀ ବଲିଉଡର ମାତ୍ର ଗୋଟିଏ ଫିଲ୍ମ ‘ମେନେ ପ୍ୟାର କିୟା’ରେ ଅଭିନୟ କରିଥିଲେ।  ଫିଲ୍ମ ଟି ମଧ୍ୟ ବକ୍ସ ଅଫିସରେ ଅନେକ ସଫଳତା ପାଇଥିଲା। ପରେ ସେ ତାଙ୍କ ପିଲାଦିୁନର ବନ୍ଧୁ ବିଜନେସ ମ୍ୟାନ ହିମାଲ୍ୟ ଦେସାନୀଙ୍କୁ ବିବାହ କରିଥିଲେ। ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ସବୁବେଳେ ଆସୁଥିବ ଯେ ଭାଗ୍ୟଶ୍ରୀ ସଲମାନଙ୍କ ବିପକ୍ଷରେ ମେନେ ପ୍ୟାର କିୟା ଭଳି ଫିଲ୍ମରେ ଅଭିନୟ କଲା ପରେ ବି କାହିଁକି ସେ ଆଉ କୌଣସି […]

bhagyashree_650x400_71500346634

bhagyashree_650x400_71500346634

Rakesh Mallick
  • Published: Tuesday, 18 July 2017
  • Updated: 19 July 2017, 08:37 AM IST

Sports

Latest News

ମୁମ୍ବାଇ: ଚୁଲବୁଲି ନାୟିକା ଭାଗ୍ୟଶ୍ରୀ ବଲିଉଡର ମାତ୍ର ଗୋଟିଏ ଫିଲ୍ମ ‘ମେନେ ପ୍ୟାର କିୟା’ରେ ଅଭିନୟ କରିଥିଲେ।  ଫିଲ୍ମ ଟି ମଧ୍ୟ ବକ୍ସ ଅଫିସରେ ଅନେକ ସଫଳତା ପାଇଥିଲା। ପରେ ସେ ତାଙ୍କ ପିଲାଦିୁନର ବନ୍ଧୁ ବିଜନେସ ମ୍ୟାନ ହିମାଲ୍ୟ ଦେସାନୀଙ୍କୁ ବିବାହ କରିଥିଲେ। ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ସବୁବେଳେ ଆସୁଥିବ ଯେ ଭାଗ୍ୟଶ୍ରୀ ସଲମାନଙ୍କ ବିପକ୍ଷରେ ମେନେ ପ୍ୟାର କିୟା ଭଳି ଫିଲ୍ମରେ ଅଭିନୟ କଲା ପରେ ବି କାହିଁକି ସେ ଆଉ କୌଣସି ଫିଲ୍ମ କରିନଥିଲେ। ନିକଟରେ ଏହି କଥାର ଖୁଲାସା ନିଜେ ଭାଗ୍ୟଶ୍ରୀ କରିଛନ୍ତି।

ଭାଗ୍ୟଶ୍ରୀ ପରିବାର ଲୋକ ତାଙ୍କ ପ୍ରେମ ସଂପର୍କକୁ ସ୍ୱିକୃତି ଦେଇନଥିଲେ। ସେଥିପାଇଁ ଯେବେ ହିମାଲ୍ୟ ପଢିବାପାଇଁ ଆମେରିକା ଯାଇଥିଲେ ସେତେବେଳେ ତାଙ୍କର ସମ୍ପର୍କରେ ଟିକିଏ ଦୂରତା ଆସିଥିଲା। ସେହି ସମୟରେ ଭାଗ୍ୟଶ୍ରୀ ମେନେ ପ୍ୟାର କିୟା ସାଇନ କରିଥିଲେ। ଦୁହେଁ ଅଲଗା ଅଲଗା ଦେଶରେ ଥିଲେ ମଧ୍ୟ ଦୁହିଙ୍କର ମନରେ ନିଜ ସଂପର୍କ ଉପରେ ବିଶ୍ୱାସ ଥିଲା। ହିମାଲ୍ୟ ଆମେରିକାରୁ ଆସିବା ପରେ ମଧ୍ୟ ଭାଗ୍ୟଶ୍ରୀଙ୍କ ପରିବାର ଲୋକ ସମ୍ମତି ନଦେବାରୁ ଦୁହେଁ ଘରୁ ପଳେଇ ବିବାହ କରିଥିଲେ। ଏହାପରେ ବି ତାଙ୍କୁ ଫିଲ୍ମ ପାଇଁ ଅଫର ମିଳିଥିଲା, କିନ୍ତୁ ତାଙ୍କ ପୁଅ ଅଭିମନ୍ୟୁ ପାଇଁ ଫିଲ୍ମ କରିବାକୁ  ମନାକରିଦେଇଥିବା ଭାଗ୍ୟଶ୍ରୀ  କହିଛନ୍ତି। ୧୯୯୧ରେ ମେନେ ପ୍ୟାର କିୟା ପାଇଁ ତାଙ୍କୁ ଶ୍ରେଷ୍ଠ ନ୍ୟୁକମରର ଆୱାର୍ଡ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story