ଭୁବନେଶ୍ୱର: ୨୦୦୦ଟଙ୍କା ଲାଞ୍ଚ ନେବା ବେଳେ ଏସଆଇ ଗିରଫ

ଭୁବନେଶ୍ୱର: ୨୦୦୦ ଟଙ୍କା ଲାଞ୍ଚ ନେବା ବେଳେ କମିଶନରେଟ୍ ପୋଲିସ୍ ଅଫିସରେ କାର୍ଯ୍ୟରତ ଜଣେ ଏସଆଇ ଗିରଫ ହୋଇଛନ୍ତି। ତାଙ୍କ ନାଁ ଶିଶିର କୁମାର ଦାସ। ତାଙ୍କୁ ଆଜି ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଗିରଫ କରିଥିଲା। ଏକ ଜାତିଆଣ ମାମଲାରେ ସହଯୋଗ କରିବା ଲାଗି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର କନକଲତା ସିଂହଙ୍କ ଠାରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି।

pilice si-arrested

Rakesh Mallick
  • Published: Tuesday, 16 February 2016
  • , Updated: 16 February 2016, 01:58 PM IST

Related story