ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅବିବାହିତ ସାବାଳିକା ବାପାଙ୍କୁ ମାଗିପାରିବ ଭରଣ ପୋଷଣ

ମୁମ୍ବାଇ:  ଅବିବାହିତ ସାବାଳିକା ମଧ୍ୟ ବାପାଙ୍କୁ ଭରଣପୋଷଣ ମାଗିପାରିବ । ଯଦି ବାପା ମନା କରନ୍ତି, ତେବେ ଝିଅଟି ଏଥିପାଇଁ ନିଜେ ଅଦଲତକୁ ଯାଇପାରିବ।  ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ନିଜ ଝିଅ ପାଇଁ ଜଣେ ମହିଳା ସ୍ୱାମୀ ଠାରୁ  ଭରଣପୋଷଣ ମାଗିବା ମାମଲାରେ ଏହି ରାୟ ଆସିଛି । ମାମଲାରେ ପ୍ରଶ୍ନ ଉଠିଥିଲା ଯେ, ୧୮ ବର୍ଷରୁ ଅଧିକ ବୟସର ଅବିବାହିତ ଝିଅ ବାପାଙ୍କୁ ଭରଣପୋଷଣ ମାଗି ପାରିବ କି ନାହିଁ॥ […]

download

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 09:01 PM IST

ମୁମ୍ବାଇ:  ଅବିବାହିତ ସାବାଳିକା ମଧ୍ୟ ବାପାଙ୍କୁ ଭରଣପୋଷଣ ମାଗିପାରିବ । ଯଦି ବାପା ମନା କରନ୍ତି, ତେବେ ଝିଅଟି ଏଥିପାଇଁ ନିଜେ ଅଦଲତକୁ ଯାଇପାରିବ।  ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ନିଜ ଝିଅ ପାଇଁ ଜଣେ ମହିଳା ସ୍ୱାମୀ ଠାରୁ  ଭରଣପୋଷଣ ମାଗିବା ମାମଲାରେ ଏହି ରାୟ ଆସିଛି । ମାମଲାରେ ପ୍ରଶ୍ନ ଉଠିଥିଲା ଯେ, ୧୮ ବର୍ଷରୁ ଅଧିକ ବୟସର ଅବିବାହିତ ଝିଅ ବାପାଙ୍କୁ ଭରଣପୋଷଣ ମାଗି ପାରିବ କି ନାହିଁ॥  ତେବେ ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସ୍ପଷ୍ଟ ହୋଇଛି ଯେ, ୧୮ ବର୍ଷରୁ ଅଧିକ ବୟସର ହୋଇଥିଲେ ମଧ୍ୟ ଅବିବାହିତ ଝିଅ ନିଜ ପାଇଁ ନିଜେ ବାପାଙ୍କୁ ଭରଣପୋଷଣ  ମାଗିପାରିବ।

Related story