କାବେରୀ ଜଳ ବିବାଦ: ଏକାଠି ହେଲେ ରଜନୀକାନ୍ତ, କମଲ ହସନ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ଓ ତାମିଲନାଡୁରେ କାବେରୀ ଜଳ ବିବାଦ ମାମଲାରେ ରବିବାର ଚେନ୍ନାଇରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ତାମିଲନାଡୁ ଏହି ମାମଲାରେ କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନ ଦାବି କରିଛି। ରବିବାର ଆୟୋଜିତ ପ୍ରତିବାଦ ସଭାରେ ଦେଖିବାକୁ ମିଳିଥିଲେ ବହୁ ନାମିଦାମୀ କଳାକାର।  ଚଳଚ୍ଚିତ୍ର ତାରକା ତଥା ବିଗତ ଦିନର ଦୁଇ ସୁପରଷ୍ଟାର ରଜନୀକାନ୍ତ ଓ କମଲ ହସନଙ୍କୁ ଏକାଠି କରିଥିଲା ଗୋଟିଏ ମଞ୍ଚ। ଖାଲି ଏହି ଦୁଇ ଷ୍ଟାର ନୁହେଁ ଧନୁଷ୍‌, ଏମ୍‌.ନାସର, ସତ୍ୟରାଜ, ବିଜୟ, […]

rajini_and_kamal_1523172665_618x347

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 05:56 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ଓ ତାମିଲନାଡୁରେ କାବେରୀ ଜଳ ବିବାଦ ମାମଲାରେ ରବିବାର ଚେନ୍ନାଇରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ତାମିଲନାଡୁ ଏହି ମାମଲାରେ କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନ ଦାବି କରିଛି। ରବିବାର ଆୟୋଜିତ ପ୍ରତିବାଦ ସଭାରେ ଦେଖିବାକୁ ମିଳିଥିଲେ ବହୁ ନାମିଦାମୀ କଳାକାର।  ଚଳଚ୍ଚିତ୍ର ତାରକା ତଥା ବିଗତ ଦିନର ଦୁଇ ସୁପରଷ୍ଟାର ରଜନୀକାନ୍ତ ଓ କମଲ ହସନଙ୍କୁ ଏକାଠି କରିଥିଲା ଗୋଟିଏ ମଞ୍ଚ।

ଖାଲି ଏହି ଦୁଇ ଷ୍ଟାର ନୁହେଁ ଧନୁଷ୍‌, ଏମ୍‌.ନାସର, ସତ୍ୟରାଜ, ବିଜୟ, ବିକ୍ରମ, ଶିବ କାର୍ତ୍ତିକେୟନ୍‌, ଶ୍ରୀପ୍ରିୟା, କସ୍ତୁରୀଙ୍କ ଭଳି ତାରକାମାନେ ମଧ୍ୟ ଏହି ଅଭିଯାନରେ ନିଜକୁ ସାମିଲ କରିଥିଲେ।

 

Related story