କାଶରୁ ମୁକ୍ତି ଦେବ ‘ଚକୋଲେଟ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଦିନେ ଅଧିକାଶଂ ଲୋକଙ୍କ ପାଖରେ ଥଣ୍ଡା ଏବଂ କାଶ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତିତ ପାଣିପାଗରେ ଏମିତି ହେବା ସ୍ୱଭାବିକ୍‌। କିନ୍ତୁ କିଛି ଲୋକେ ଶୀତଦିନେ ନୁହେଁ ବରଂ ବର୍ଷର ଅଧିକାଂଶ ସମୟରେ କାଶ ସମସ୍ୟାରେ ପଡିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।  ବେଳେ ବେଳେ କାସ ଅଧିକ ହେବା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ। କିଛି ଲୋକ କାଶ ଦାଉରୁ ରକ୍ଷା ପାଇବା ପାଇଁ ଘରୋଇ […]

coughing-girl

coughing-girl

Biswobandita Swain
  • Published: Thursday, 03 January 2019
  • Updated: 03 January 2019, 01:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଦିନେ ଅଧିକାଶଂ ଲୋକଙ୍କ ପାଖରେ ଥଣ୍ଡା ଏବଂ କାଶ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତିତ ପାଣିପାଗରେ ଏମିତି ହେବା ସ୍ୱଭାବିକ୍‌। କିନ୍ତୁ କିଛି ଲୋକେ ଶୀତଦିନେ ନୁହେଁ ବରଂ ବର୍ଷର ଅଧିକାଂଶ ସମୟରେ କାଶ ସମସ୍ୟାରେ ପଡିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।  ବେଳେ ବେଳେ କାସ ଅଧିକ ହେବା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ।

କିଛି ଲୋକ କାଶ ଦାଉରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର କରୁଥିବା ବେଳେ କିଛି ମେଡିସିନ୍‌ର ସାହାରା ନିଅନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କାଶରୁ ମୁକ୍ତି ପାଇବାକୁ ହେଲେ ଚକୋଲେଟ୍‌ ଖାଇବା ଭଲ।  ନିକଟରେ ହୋଇଥିବା ଏକ ଗବେଷଣାରୁ ଏ ସମ୍ପର୍କରେ ଜଣାପଡିଛି।

କାଶ ପାଇଁ ଔଷଧ ଚକୋଲେଟ୍‌ 

‘ୟୁନିଭରସିଟି ଅଫ୍‌ ହଲ’ର କାର୍ଡିଓ ଭସ୍‌କୁଲାର ଏବଂ ରେସ୍ପିରେଟୋରୀ ବିଭାଗର ଅଧ୍ୟାପକ ଏଲିନ୍‌ ମୋରିସ୍‌ଙ୍କ କହିବା ଅନୁଯାୟୀ ଡାର୍କ ଚକୋଲେଟ୍‌ ଖାଇବା ଦ୍ୱାରା କାଶ ବନ୍ଦ ହୋଇଯାଏ।  ଏଥିରେ ଥିବା ‘କୋକୋଆ କାଶକୁ ଦୁଇ ଦିନ ମଧ୍ୟରେ ମୁକ୍ତି ଦେଇଥାଏ।

ଆଉ ଏକ ଗବେଷଣା କୁହେ ଚକୋଲେଟ୍‌ରେ ଥିବା କୋକୋଆରେ ଏକ ପ୍ରକାର ଏଲ୍କଲାଇଡ ରହିଥାଏ। ଯାହା କାଶ ସମସ୍ୟା ପାଇଁ ବ୍ୟବହୃତ୍‌ କୋଡିନ୍‌ଠାରୁ ଅଧିକ ଉପକାରୀ(ଏହି କୋଡିନ୍‌ ଅନେକ କଫ୍‌ ଶିରଫ୍‌ରେ ବ୍ୟବହୃତ ହୋଇଥାଏ) ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story