ଆଇଆଇଏଫଏଲ ସଂସ୍ଥାରୁ ଲୁଟ୍ ଘଟଣାରେ ୪ ମାମଲା ରୁଜୁ

କଟକ:(ଓଡ଼ିଶା ରିପୋର୍ଟର): ସୁନା ବନ୍ଧକ ଓ ଋଣ ପ୍ରଦାନକାରୀ IIFL ସଂସ୍ଥାରୁ ଲୁଟ୍ ଘଟଣାରେ କଟକର ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି। ଲାଲବାଗରେ ୨, ପୁରୀଘାଟ ଓ ମଙ୍ଗଳାବାଗ ଥାନାରେ ୧ଟି ଲେଖାଏଁ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ, ନୀଳିମା ଲେଙ୍କା ପ୍ରମୁଖଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ସହ ୫ ଜଣଙ୍କୁ ରିମାଣ୍ଡରେ ନେଇଛି ପୁଲିସ।

cuttack-loot

cuttack-loot

Tapas Behera
  • Published: Monday, 14 December 2020
  • Updated: 14 December 2020, 05:18 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story