ପୁଲିସ ଡିଜିଙ୍କ ଆହ୍ୱାନ, ତଦନ୍ତ ଦକ୍ଷତା ବଢ଼ାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସରେ ପୁଲିସ ଡିଜିଙ୍କ ଆହ୍ୱାନ। ତଦନ୍ତ ଦକ୍ଷତା ବଢ଼ାଇବାକୁ ଆହ୍ୱାନ ଦେଲେ ପୁଲିସ ଡିଜି ଅଭୟ। ସେ କହିଛନ୍ତି ଯେ, ଜନସାଧାରଣ ଆମଠାରୁ ମୁକ୍ତ ଏବଂ ନିରପେକ୍ଷ ତଦନ୍ତ ଆଶା ରଖିଥାନ୍ତି। ଆମକୁ ସେଥିପ୍ରତି ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ମହିଳା ଏବଂ ଶିଶୁ ବିରୋଧୀ ହିଂସା ପ୍ରତି ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ତଦନ୍ତ ଏବଂ ପରବର୍ତ୍ତୀ ଫଲୋଅପ୍ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। ସାଇବର ଅପରାଧ […]

dgp

dgp

Tapas Behera
  • Published: Saturday, 02 January 2021
  • Updated: 02 January 2021, 05:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସରେ ପୁଲିସ ଡିଜିଙ୍କ ଆହ୍ୱାନ। ତଦନ୍ତ ଦକ୍ଷତା ବଢ଼ାଇବାକୁ ଆହ୍ୱାନ ଦେଲେ ପୁଲିସ ଡିଜି ଅଭୟ। ସେ କହିଛନ୍ତି ଯେ, ଜନସାଧାରଣ ଆମଠାରୁ ମୁକ୍ତ ଏବଂ ନିରପେକ୍ଷ ତଦନ୍ତ ଆଶା ରଖିଥାନ୍ତି। ଆମକୁ ସେଥିପ୍ରତି ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ମହିଳା ଏବଂ ଶିଶୁ ବିରୋଧୀ ହିଂସା ପ୍ରତି ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ତଦନ୍ତ ଏବଂ ପରବର୍ତ୍ତୀ ଫଲୋଅପ୍ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। ସାଇବର ଅପରାଧ ନିରାକରଣ ପାଇଁ ଦକ୍ଷତା ବୃଦ୍ଧି ନିମନ୍ତେ ଆହ୍ୱାନ ଦିଆଯାଇଛି। ନକଲି ଖାଦ୍ୟ ଓ ସଂଗଠିତ ଅପରାଧ ନିରାକରଣ ପାଇଁ ସାବାସୀ ଦେଲେ ଡିଜିପି। IIFL ସୁନା ଲୁଟ୍, ବ୍ୟାଙ୍କ ଲୁଟ୍‌ର ପର୍ଦ୍ଦାଫାସ୍ ପାଇଁ ପ୍ରଶଂସା କଲେ ଡିଜିପି।

ପ୍ରତିଷ୍ଠା ଦିବସ ଅବସରରେ ଶ୍ରେଷ୍ଠ ବିବେଚିତ ଅଫିସରଙ୍କୁ ଡିଜିପି ପୁରସ୍କୃତ କରିଛନ୍ତି। ପ୍ରକାଶ ପାଲ୍ ଏବଂ ଅମରେନ୍ଦ୍ର ପଣ୍ଡା ଶ୍ରେଷ୍ଠ ଏସିପି ଭାବେ ବିବେଚିତ ହୋଇଛନ୍ତି। ଶ୍ରେଷ୍ଠ ଆଇଆଇସି ଭାବେ ଉମାକାନ୍ତ ପ୍ରଧାନ ଏବଂ ତାପସ ପ୍ରଧାନ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story