ମହମ୍ମଦ ଜୁବୈରଙ୍କୁ ପୁଣି ଏକ ଝଟ୍‌କା: ଏଥର ସେହି ପୁରୁଣା ଟ୍ୱିଟ୍‌  

ନୂଆଦିଲ୍ଲୀ: ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ପୁଣି ଏକ ଝଟ୍‌କା।  ଗତ ବର୍ଷ ସେପ୍ଟେମ୍ବର ମାସରେ ୟୁପି ପୁଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ବେଳେ ଏହାର ପ୍ରାୟ ବର୍ଷକ ପରେ ତାଙ୍କୁ ସମନ କରାଯାଇଛି। ୨୦୨୧ ମେ ୧୪ ତାରିଖରେ ଜୁବୈର ଏକ ଟ୍ୱିଟ୍‌ କରିଥିଲେ। ଯାହାକୁ ନେଇ ସୁଦର୍ଶନ ଖବର ସଂସ୍ଥାର କର୍ମଚାରୀ ଅଭିଯୋଗ ଆଣିଥିଲେ।  ଅଭିଯୋଗକାରୀ ଆଶିସ୍‌ କଟିୟାର ଜୁବୈରଙ୍କ ନାମରେ ନିଜ ଟ୍ୱିଟ୍‌ ମାଧ୍ୟମରେ ଲୋକଙ୍କୁ ବିଭ୍ରାନ୍ତି କରୁଥିବା  […]

Mohammed-Zubair

Mohammed-Zubair

Tapas Behera
  • Published: Saturday, 09 July 2022
  • Updated: 09 July 2022, 10:44 PM IST

Sports

Latest News

ନୂଆଦିଲ୍ଲୀ: ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ପୁଣି ଏକ ଝଟ୍‌କା।  ଗତ ବର୍ଷ ସେପ୍ଟେମ୍ବର ମାସରେ ୟୁପି ପୁଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ବେଳେ ଏହାର ପ୍ରାୟ ବର୍ଷକ ପରେ ତାଙ୍କୁ ସମନ କରାଯାଇଛି। ୨୦୨୧ ମେ ୧୪ ତାରିଖରେ ଜୁବୈର ଏକ ଟ୍ୱିଟ୍‌ କରିଥିଲେ। ଯାହାକୁ ନେଇ ସୁଦର୍ଶନ ଖବର ସଂସ୍ଥାର କର୍ମଚାରୀ ଅଭିଯୋଗ ଆଣିଥିଲେ।  ଅଭିଯୋଗକାରୀ ଆଶିସ୍‌ କଟିୟାର ଜୁବୈରଙ୍କ ନାମରେ ନିଜ ଟ୍ୱିଟ୍‌ ମାଧ୍ୟମରେ ଲୋକଙ୍କୁ ବିଭ୍ରାନ୍ତି କରୁଥିବା  ଅଭିଯୋଗ ଆଣିଥିଲେ। ଇସ୍ରାଏଲ-ପାଲେଷ୍ଟାଇନ ବିବାଦକୁ ନେଇ ସୁଦର୍ଶନ ଖବର ସଂସ୍ଥା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ନିଜର ଟିପ୍ପଣୀ ରଖିଥିଲେ  ଜୁବୈର। ସେହି ଟ୍ୱିଟରେ ସେ  ସୁଦର୍ଶନ ଖବର ସଂସ୍ଥାକୁ ଟାର୍ଗେଟ କରିଥିଲେ। ସୁଦର୍ଶନ ନ୍ୟୁଜ୍‌ ସଂସ୍ଥା ପକ୍ଷରୁ ଏକ ଫଟୋ ସହ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ ସୁଦର୍ଶନ ଖବର ସଂସ୍ଥା ପକ୍ଷରୁ  ମଦିନାର ମସଜିଦ୍‌  ଫଟୋକୁ  ଗାଜାର ପୁରୁଣା ଫଟୋ ସହ ଯୋଡ଼ି ପୋଷ୍ଟ କରାଯାଇଥିଲା।

ଏଥିରେ ମସଜିଦ ଉପରେ ବୋମା ମାଡ଼ ହୋଇଥିବା ଦର୍ଶାଯାଇଥିଲା। ଏହା ହେଉଛି ମିଛ ତଥ୍ୟ। ଦଙ୍ଗା ସୃଷ୍ଟି କରିବା ଲକ୍ଷରେ ଏମିତି ଖବର ପ୍ରସାରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ମାମଲା ବର୍ଷକ ତଳେ ହୋଇଥିବା ବେଳେ ଏବେ ଜୁବୈରଙ୍କୁ ସମନ ହୋଇଛି।

ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ୨୭ ତାରିଖରେ ମହମ୍ମଦଙ୍କୁ ଗିରଫ କରାଯାଇଥିବା ବେଳେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଧାର୍ମିକ ଭାବନା ପ୍ରତି କୁଠାରଘାତ କରିଥିବା ଅଭିଯୋଗରେ ୟୁପି ପୁଲିସ୍‌ ତରଫରୁ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ପରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ସେ ପୁଣି ଥରେ ବିବାଦଘେରକୁ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story