ଲାଗୁ ହେଲା କଡ଼ା ଟ୍ରାଫିକ୍ ନିୟମ : ପ୍ରଥମ ଦିନରେ ମୋଟା ଅଙ୍କର ତଣ୍ଡ ଗଣିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଜରିମାନା। ଦେବାକୁ ପଡୁଛି ପୂର୍ବ ପରିମାଣର ପ୍ରାୟ ୧୦ ଗୁଣା ଫାଇନ୍। ଭୁବନେଶ୍ୱର, କଟକ, ରାଉରକେଲା ଓ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ  ଟ୍ରାଫିକ୍ ନିୟମ ଖିଲାପକାରୀଙ୍କ ମୁଣ୍ଡରେ ଆଜି ଚଡ଼କ ପଡ଼ିଛି। ୧୦୦ କି ୫୦୦ ନୁହେଁ, କାନମୁଣ୍ଡ ଆଉଁସି ପକେଟ୍‌ରୁ ଖାଲି କରିବାକୁ ପଡ଼ିଛି ଅତିକମ୍‌ରେ ହଜାରେ ଟଙ୍କା। ସାରା […]

p-9873

p-9873

Tapas Behera
  • Published: Sunday, 01 September 2019
  • Updated: 01 September 2019, 09:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଜରିମାନା। ଦେବାକୁ ପଡୁଛି ପୂର୍ବ ପରିମାଣର ପ୍ରାୟ ୧୦ ଗୁଣା ଫାଇନ୍।

ଭୁବନେଶ୍ୱର, କଟକ, ରାଉରକେଲା ଓ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ  ଟ୍ରାଫିକ୍ ନିୟମ ଖିଲାପକାରୀଙ୍କ ମୁଣ୍ଡରେ ଆଜି ଚଡ଼କ ପଡ଼ିଛି। ୧୦୦ କି ୫୦୦ ନୁହେଁ, କାନମୁଣ୍ଡ ଆଉଁସି ପକେଟ୍‌ରୁ ଖାଲି କରିବାକୁ ପଡ଼ିଛି ଅତିକମ୍‌ରେ ହଜାରେ ଟଙ୍କା। ସାରା ଦେଶରେ ଆଜିଠୁ ସଂଶୋଧିତ ମୋଟର୍ ଯାନ ଆଇନ ଲାଗୁ ହେବା ପରେ, ବିନା ହେଲ୍‌ମେଟ୍, ବିନା ଲାଇସେନ୍ସ, ବିନା ନମ୍ବରପ୍ଲେଟ୍, ମୋବାଇଲ୍ ଫୋନ୍‌ରେ ଗପିଗପି ଡ୍ରାଇଭିଂ, ଦୁଇଚକିଆ ଗାଡ଼ିରେ ଦୁଇରୁ ଅଧିକ ବ୍ୟକ୍ତି ଯାତ୍ରା, କାର୍‌ରେ ସିଟ୍ ବେଲ୍ଟ ନଲଗାଇବା, ଏପରିକି ଟ୍ରାଫିକ୍ ପୋଷ୍ଟରେ ଜେବ୍ରା କ୍ରସିଂ ଡେଇଁବା ଆଦି ଅପରାଧରେ ଗଣିବାକୁ ପଡ଼ିଛି ମୋଟା ଅଙ୍କର ତଣ୍ଡ।

ଖାଲି ମୋଟର୍ ସାଇକେଲ୍ କି କାର୍ ନୁହେଁ, ଭୁବନେଶ୍ୱରରେ ଖୋଦ୍ ସରକାରୀ ମୋ ବସ୍‌କୁ ବି ଜେବ୍ରା କ୍ରସିଂ ଟପିବାରୁ ଜରିମାନା ଦେବାକୁ ପଡ଼ିଛି।

ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଭଳି ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ପୁଲିସ ଥିବା ସତ୍ତ୍ୱେ ଲୋକେ ବେଧଡ଼କ ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ୩ଜଣଙ୍କୁ ବସାଇ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଯେଉଁମାନେ ଧରାପଡ଼ିଥିଲେ, ସେମାନଙ୍କୁ ଦେବାକୁ ପଡ଼ିଥିଲା ବର୍ଦ୍ଧିତ ଜରିମାନା।

ତେବେ ବାଇକ୍‌ରେ ବାପା ମାଆ ସହ  ୧୨ ବର୍ଷ ପର୍ଯ୍ୟନ୍ତ ପିଲା ଯାତ୍ରା କଲେ ତାକୁ ଟ୍ରିପଲ୍ ରାଇଡ୍ ସଂପର୍କିତ ଅପରାଧ ଭାବେ ଧରାଯିବ ନାହିଁ। ତେବେ ୪ ବର୍ଷ ପରେ ପିଲାଙ୍କୁ ହେଲ୍‌ମେଟ ପିନ୍ଧିବାକୁ ପଡ଼ିବ। ସେହିପରି ଜରୁରୀକାଳୀନ ସ୍ଥିତିରେ ରୋଗୀ କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କୁ ବି ବାଇକ୍‌ରେ ନେଇପାରିବେ ଅନ୍ୟ ୨ ଆରୋହୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story