ଟ୍ରିପଲ୍‌ ଆଇଟିର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ଇଣ୍ଟରନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫରମେସନ୍‌  ଟେକ୍ନୋଲୋଜି(ଟ୍ରିପଲ ଆଇଟି)ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ବିଟେକ୍ ଓ ଏମ୍‌ଟେକ୍‌ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟପାଳ ଏସ୍‌.ସି ଜମୀର ଯୋଗଦେଇ ରାଜ୍ୟ ଓ ଦେଶକୁ ଆଇଟି କ୍ଷେତ୍ରରେ ଆଗକୁ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ନୂତନ ଆବିଷ୍କାର ଓ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥିଭାବେ ଓଡ଼ିଶା ମୁଖ୍ୟ […]

cm

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 09:15 PM IST

ଭୁବନେଶ୍ୱର: ଭୁବନେଶ୍ୱର ଇଣ୍ଟରନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫରମେସନ୍‌  ଟେକ୍ନୋଲୋଜି(ଟ୍ରିପଲ ଆଇଟି)ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ବିଟେକ୍ ଓ ଏମ୍‌ଟେକ୍‌ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି।

ଏଥିରେ ରାଜ୍ୟପାଳ ଏସ୍‌.ସି ଜମୀର ଯୋଗଦେଇ ରାଜ୍ୟ ଓ ଦେଶକୁ ଆଇଟି କ୍ଷେତ୍ରରେ ଆଗକୁ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ନୂତନ ଆବିଷ୍କାର ଓ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ଅନ୍ୟତମ ଅତିଥିଭାବେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଯୋଗଦେଇଥିଲେ।

Related story